ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 8, 2022, 11:04 AM IST

ନଜର ପକାନ୍ତୁ NEWS@11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Cyclone Update: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ଅସାନି

ସୃଷ୍ଟି ହେଲା ବାତ୍ୟା ଅସାନି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ।

2-ବଢୁଛି ଅମଲାତନ୍ତ୍ର-ଲୋକ ପ୍ରତିନିଧି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଦାମ

ରାଜ୍ୟରେ ଅମଲାତନ୍ତ୍ରର ପ୍ରାଧାନ୍ୟ ବଢିଛି । ଫଳରେ ଅମଲାତନ୍ତ୍ର-ଲୋକ ପ୍ରତିନିଧି ମୁହାଁମୁହିଁ ହେଉଛନ୍ତି । ଦିନକୁ ଦିନ ଏହି ଘଟଣା ବଢିଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ।

3-ପାରାଦୀପ ପୋର୍ଟ ଗସ୍ତରେ ଇଣ୍ଡୋନେସିଆ ଆମ୍ବାସଡ଼ର ଏଚ କ୍ରିଷ୍ଣାମୂର୍ତ୍ତୀ

ପାରାଦୀପ ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ଆମ୍ବାସଡର ଏଚ କ୍ରିଷ୍ଣାମୂର୍ତ୍ତୀ । ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପି.ଏଲ ହାରାନାଦଙ୍କ ସହ ଆଲୋଚନା କରିବା ପରେ ପାରାଦୀପ ବନ୍ଦରର ଓ୍ବେଟ୍ ବେସିନ୍ ଓ ବର୍ଥ ଆଦି ବୁଲି ଦେଖିଥିଲେ ।

4-Women's Business Mela: ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ସାଜିଲେ ବଲିଉଡ ଷ୍ଟାର୍‌

ରାଜଧାନୀରେ ଜମୁଛି ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା । ଚତୁର୍ଥ ଦିନରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲୀ ।

5-Mother's Day 2022: ସ୍ୟାଣ୍ଡ ଆନିମେସନରେ ମାତୃ ଦିବସର ଶୁଭେଚ୍ଛା

ଆଜି ମାତୃ ଦିବସ । ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ମାଆ ମାନଙ୍କୁ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

6-India Corona: ଦିନକରେ 3451 ନୂଆ ସଂକ୍ରମିତ, 40 ମୃତ

ଦେଶରେ କୋରୋନା ଆତଙ୍କ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି 3,451 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

7-ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି

ଆଜି ନାଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ(IIM)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

8-ED କବ୍ଜାରେ ଝାଡଖଣ୍ଡ ଖଣି ସଚିବଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ

ED କବ୍ଜାରେ ଝାଡଖଣ୍ଡ ଖଣି ସଚିବଙ୍କ ଚାର୍ଟାର୍ଡ ଆକାଉଟାଣ୍ଟ । ଦୀର୍ଘ 36 ଘଣ୍ଟା ଧରି ଜାରି ରହିିଥିଲା ଚଢାଉ । ଜବତ ହେଲା 19 କୋଟି ନଗଦ ଟଙ୍କା ।

9-ବ୍ୟାଙ୍କ ଠକେଇ ମାମଲାରେ ଆପ୍ ବିଧାୟକଙ୍କ ଘରେ CBI ରେଡ୍

40 କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଆପ୍ ବିଧାୟକ ଯଶୱନ୍ତ ସିଂହ ଗଜ୍ଜନ ମଜ୍‌ରାଙ୍କ ଘରେ CBI ରେଡ୍ ।

10-IPL 2022: କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଲକ୍ଷ୍ନୌ

ଆଇପିଏଲର(IPL) ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR)କୁ ୭୫ରନରେ ପରାଜୟ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ (LSG) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.