ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 30, 2022, 11:01 AM IST

1.Odisha Budget 2022-23: ଆଜି ବିଧାନସଭାରେ ଉପସ୍ଥାପିତ ହେବ କାମଚଳା ବଜେଟ

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ।

2.ନୟାଗଡ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଚାଲିଛି କଳାଧନ ଖୋଜା

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ । ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଚଢାଉ ।

3.୩୫ ବର୍ଷ ସେବା ପରେ ଅବସର ନେଲା ଆମ୍ବାସଡର କାର, ସ୍ମୃତି ବଖାଣିଲେ ଚାଳକ

ଦୀର୍ଘ ୩୫ ବର୍ଷ ସେବା ଯୋଗାଇ ଦେବା ପରେ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ବିଭାଗରେ ଥିବା ଶେଷ ଆମ୍ବାସାଡର କାର ଅବସର ନେଇଛି । କାର ସହିତ ଡ୍ରାଇଭର ଜଣକ ମଧ୍ୟ ଅବସର ନେଇଛନ୍ତି ।

4.ବାମରାରେ ଟ୍ରେନ ରହଣି ଦାବିରେ ରେଳରୋକ

ବାମରା ରେଳ ଷ୍ଟେସନରେ ୧୦ଗୋଟି ଟ୍ରେନ ରହଣି ଦାବିରେ ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି

5.Odisha Corona Report: ଦିନକରେ ୫୯ ସଂକ୍ରମିତ, ସୁନ୍ଦରଗଡରେ ସର୍ବାଧିକ

ଗତ ୨୪ ଘଣ୍ଟାରେ ଆଉ ୫୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.India Corona: ଦିନକରେ ବାହାରିଲେ 1233 ନୂଆ ସଂକ୍ରମିତ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 1,233 ନୂଆ ସଂକ୍ରମିତ ଚିହ୍ନଟ ।

7.ଶୈକ୍ଷିକ ବାତବରଣ ସୃଷ୍ଟି ନେଇ ମହିଳାଙ୍କ ଅଭିନବ ପ୍ରୟାସ, ଖୋଲିଲେ Gyan Tapari

ଗାଁ ଗାଁରେ ଶୈକ୍ଷିକ ବାତବରଣ ସୃଷ୍ଟି କରିବା ଲାଗି ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ ମହିଳା । ମହାରାଷ୍ଟ୍ରର ଉମରଗା ସହର ଶୀତଲ ଚଭାନ(୩୫) ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ ।

8.2024 ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାରା କାରଖାନା: ମନ୍ତ୍ରୀ ଭଗୱନ୍ତ ଖୁବା

ଆସନ୍ତା 2024 ସେପ୍ଟେମ୍ବର ସୁଦ୍ଧା ତାଳଚେର ସାରା କାରଖାନା କାର୍ଯ୍ୟକ୍ଷମ ହେବ । ଗତକାଲି (ମଙ୍ଗଳବାର) ରାଜ୍ୟସଭାରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ବାସ୍ଥ୍ୟ, ରସାୟନ ଓ ସାର ରାଜ୍ୟ ମନ୍ତ୍ରୀ ଭଗୱନ୍ତ ଖୁବା ଏହି ସୂଚନା ଦେଇଛନ୍ତି ।

9.2022: ଆଜି ଶ୍ରେୟସ-ଡୁ ପ୍ଲେସି ଫାଇଟ, ପ୍ରଥମ ବିଜୟ ଲକ୍ଷ୍ୟରେ RCB

ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଓ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପରସ୍ପରକୁ ଭେଟିବେ ।

10.ଦୁଲୁକିଲା ଦୁବାଇ ଏସ୍କପୋ ମଞ୍ଚ: ଏକାଠି ନାଚିଲେ ରଣବୀର-ଅନୁରାଗ

ମହ୍ଲାରୀ ଗୀତରେ ଏକାଠି ନାଚିଲେ ନେତା-ଅଭିନେତା । ଦୁବାଇ ଏକ୍ସପୋରେ ବଲିଉଡ ଅଭିନେତା ରଣବୀର ସିଂହଙ୍କ ସହ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନାଚୁଥିବାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.