1.ଅଧାରେ ରହିଲା ଘର ବାହୁଡା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 4 ମୃତ 4 ଗୁରୁତର
ଫୁଲବାଣୀରେ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା ଭ୍ୟାନ ଅକାଳରେ ଚାଲିଗଲା ୪ ଜୀବନ ।
2.Odisha Corona Report: ଦିନକରେ ୧୧୪୮ ପଜିଟିଭ ଚିହ୍ନଟ
ଗତ ୨୪ ଘଣ୍ଟାରେ ୧୧୪୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭,୨୬୨ରେ ପହଞ୍ଚିଛି ।
3.INDIA CORONA: ୫୦ ହଜାର ତଳେ ସଂକ୍ରମଣ, ଦିନକରେ ୪୪୮୭୭ ଚିହ୍ନଟ
ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪,୮୭୭ ନୂଆ ସଂକ୍ରମିତ ଚିହ୍ନଟ ।
4.ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ଅଜଣା ଗାଡି ଧକ୍କାରେ ବଡପଦର ଗ୍ରାମର ଶରତ କୁମାର ସାହୁଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାସ୍ତାରୋକ ।
5.World Radio Day: ଭରସା ଓ ବିଶ୍ବାସର ମାଧ୍ୟମ ରେଡିଓ
ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ରେଡିଓ । ଶଦ୍ଦ, ଭାବନା, ସ୍ବର ଓ ସୃଜନଶୀଳତାର ପ୍ରତୀକ ହେଉଛି ରେଡିଓ । କମ ଖର୍ଚ୍ଚରେ ପ୍ରଭାବଶାଳୀ ଉପସ୍ଥାପନା ସହ ଶ୍ରୋତାଙ୍କ ହୃଦୟରେ ଶତାଦ୍ଦୀରୁ ଅଧିକ ସମୟ ଧରି ଘର କରି ରହିଛି ରେଡିଓ ।
6.Odisha Corona Death Report: ଦିନକରେ ଆଖି ବୁଜିଲେ ୨୨ ଆକ୍ରାନ୍ତ
ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ରବିବାର) ରାଜ୍ୟରେ ଆଜି ଆଉ ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
7.Russia-Ukraine Crisis: ପୁଟିନ୍ଙ୍କୁ ବାଇଡେନଙ୍କ ଚେତାବନୀ
ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଫୋନରେ ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି । ୟୁକ୍ରେନ୍କୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଦୁଇ ଦେଶର ଉଭୟ ଶୀର୍ଷ ନେତା କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି ।
8.Statue Of Equalityକୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି
ଗତକାଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ହାଇଦ୍ରାବାଦ ସ୍ଥିତ ଷ୍ଟାଚ୍ୟୁ ଅଫ ଇକ୍ବାଲିଟିର ପରିଦର୍ଶନ କରିଛନ୍ତି । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମାରକୀ ଦର୍ଶନ କରି ଏହା ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ବାଲି ବର୍ଣ୍ଣନା କରିଛନ୍ତି ।
9.ନିଶାମୁ୍କ୍ତ ଭୁବନେଶ୍ଵର ପାଇଁ ଜୋରଦାର ପ୍ରୟାସ, ଅପରେସନ ଡ୍ରିମସ ଆରମ୍ଭ
ସନ୍ଧ୍ୟା ହେଲେ ରାଜଧାନୀରେ ଜମୁଛି ଗଞ୍ଜଡ ଓ ମଦୁଆଙ୍କ ଉତ୍ପାତ, କେମିତି ସୁଧୁରିବ ସହରର ? ଏନେଇ ପୋଲିସ ଆରମ୍ଭ କରିଛି ନିଶାମୁ୍କ୍ତ ଅପରେସନ ଡ୍ରିମସ ।
10.ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ଜାରି
ପାଖଉଛି ପଞ୍ଚାୟତ ନିର୍ବାଚନ । ଏନେଇ ବଢୁଛି ରାଜନୈତିକ ତାତି । ଢେଙ୍କାନାଳ ଜିଲ୍ଲା ବଦାଳୁ ସରପଞ୍ଚ ପ୍ରାର୍ଥୀ ନୃସିଂହ ବାରିକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ।