ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Dec 26, 2021, 11:05 AM IST

1-Omicron Update: ଓଡିଶାରେ ପୁଣି 4 ନୂଆ ସଂକ୍ରମିତ ଚିହ୍ନଟ

ଓଡିଶାରେ କାୟା ମେଲାଉଛି ଓମିକ୍ରନ । ରାଜ୍ୟରେ 4 ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ।

2-Anantnag Encounter: ISJK ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ଅନନ୍ତନାଗର ଶ୍ରୀଗୁଫାୱାର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆଇଏସଜେକେର (Islamic State of Jammu and Kashmir)ର ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ ।

3-Odisha Corona Report: ଦିନକରେ ୧୧୨ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨ କୋରୋନା ଆକ୍ରାନ୍ତ ।ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୩,୮୮୧ରେ ପହଞ୍ଚିଛି ।

4-INDIA CORONA: ଦିନକରେ 6987 ଆକ୍ରାନ୍ତ ଚିହ୍ନଟ, ଓମିକ୍ରନ ମାମଲା 422

ଭାରତରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ 6,987 ନୂଆ ସଂକ୍ରମିତ । ହେଲେ ଦିନକୁ ଦିନ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ।

5-ପିଲାଙ୍କୁ ଟୀକାକାରଣ ଐତିହାସିକ ପଦକ୍ଷେପ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି । ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ବାସ୍ଥ ବିଶେଷଜ୍ଞ ।

6-Sumit-Tapaswini Marital Discord: କାନ୍ଦି କାନ୍ଦି ଏମିତି କହିଲେ ତପସ୍ବିନୀ

ତପସ୍ବିନୀ-ସୁମିତ ଘରୋଇ ବିବାଦ ମାମଲା । କାନ୍ଦି କାନ୍ଦି ଭିଡିଓ ଜାରି କଲେ ତପସ୍ବିନୀ । କହିଲେ ସୁମିତ୍ ମୋତ ତୁମ ପାଖକୁ ନେଇଯାଅ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

7-ତେଲେଙ୍ଗାନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 41କୁ ବୃଦ୍ଧି

ଗତ ୨୪ ଘଣ୍ଟାରେ ତେଲେଙ୍ଗାନାରେ ଆଉ ୩ ନୂଆ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସହ ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

8-Farm laws Repealed: ପୁଣି ଫେରିବ କି କୃଷି ଆଇନ ? ଇସାରା ଦେଲେ କୃଷିମନ୍ତ୍ରୀ

କୃଷି ଆଇନ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ବୟାନ । କୃଷକଙ୍କ ବିରୋଧ ଯୋଗୁଁ ସରକାର କୃଷି ଆଇନ ପ୍ରତ୍ୟାହାର କଲେ, କିନ୍ତୁ ଆଗାମୀ ଦିନରେ ଏ ଦିଗରେ ଆମେ ପୁଣି ଆଗକୁ ବଢିବୁ ବୋଲି କହିଲେ ତୋମାର ।

9-Three farm Laws: କୃଷି ଆଇନକୁ ଲାଗୁ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି

ନୂତନ କୃଷି ଆଇନ ପୁନଃ ଲାଗୁ କରିବାକୁ ନେଇ ବିଜେପି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ (Union Agriculture minister Narendra Singh Tomar) ଟାର୍ଗେଟ କରିଛି କଂଗ୍ରେସ । 5ଟି ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର କୃଷି ଆଇନ ପ୍ରତ୍ୟାହାର (Three farm Laws Repeal) କରିବା ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ କହିଛି।

10-Elephant Killed: ହାତୀପଲଙ୍କୁ ଧକ୍କା ଦେଲା ଲୌହଦାନବ, ଆଖି ବୁଜିଲା ଦନ୍ତା

ଭୂଷଣ୍ଡପୁର ରେଳଷ୍ଟେସନ ନିକଟ କନ୍ତଳବାଇ ରେଳ ଫାଟକ ନିକଟରେ ଦୁର୍ଘଟଣା । ରେଳ ଟ୍ରାକରେ ୮ଟିକିଆ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ । ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଛୁଆହାତୀ ଗୁରୁତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.