ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 5, 2021, 11:01 AM IST

1. COP26 ସମ୍ମିଳନୀରେ ଭାରତର ଘୋଷଣାକୁ IMFର ସ୍ବାଗତ

ପରିବେଶକୁ ରକ୍ଷା କରିବାକୁ ହେଲେ ପ୍ରକୃତି ସହିତ ସମନ୍ବୟ ରକ୍ଷା କରି ଚାଲିବାକୁ ପଡିବ ବୋଲି ଗ୍ଲାସଗୋରୁ ଆହ୍ବାନ କରିଥିଲେ ମୋଦି । ଭାରତର ଏହି ଆହ୍ବାନକୁ ସ୍ବାଗତ କରିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ।

2. ବ୍ରହ୍ମପୁର ITI ଛାତ୍ରଙ୍କ କମାଲ୍‌, ଇ-ୱେଷ୍ଟରୁ ତିଆରି କଲେ ରୋବୋ

ଇ-ୱେଷ୍ଟ ରୋବୋ ପ୍ରସ୍ତୁତ କଲେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ଛାତ୍ର । ୩ ଟନରୁ ଅଧିକ ଆବର୍ଜନାରୁ ଏହି ରୋବ ତିଆରି କରିଛନ୍ତି ଶିକ୍ଷାର୍ଥୀ ।

3. ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ବିଚ୍ ରାସ୍ତାରେ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ ।

4. ଖସୁଛି କୋରୋନା ଗ୍ରାଫ୍: ଦିନକରେ ୧୭୦ ପଜିଟିଭ ଚିହ୍ନଟ, ୨୪ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ କୋରୋନା ପଜିଟିଭ ଚିହ୍ନଟ । ୨୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

5. ଦୀପାବଳି ପରେ ବିଗିଡିଲା ଦିଲ୍ଲୀ ବାୟୁ, ଅଣନିଶ୍ବାସୀ ଲୋକେ

ଶୀତଋତୁ ଆସିଲେ ଦିଲ୍ଲୀ ପରିବେଶ ଏକ ଚିନ୍ତାଜନକ ବିଷୟ ହୋଇଥାଏ । ଶୀତ ସାଙ୍ଗକୁ ଦୀପାବଳିରେ ବାଣ ଫୁଟା ଦିଲ୍ଲୀ ପରିବେଶକୁ ଆହୁରି ଖରାପ ସ୍ଥିତିରେ ପହଞ୍ଚାଇଛି ।

6. INDIA CORONA: ୧୨,୭୨୯ ନୂଆ ସଂକ୍ରମିତ, ୨୨୧ ମୃତ

ନିୟନ୍ତ୍ରଣରେ ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ୧୨,୭୨୯ ନୂଆ ସଂକ୍ରମିତ ।

7. ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ୩ ବର୍ଷର ଶିଶୁକନ୍ୟା ନିଖୋଜ

ରାଜଧାନୀ ଉପକଣ୍ଠ ମୁଣ୍ତହଣା ପାଟଣା ଗ୍ରାମର ଅଜୟ ମୁଦୁଲିଙ୍କ ତିନି ବର୍ଷର ଝିଅ ରଶ୍ମିତା ନିଖୋଜ । ଖୋଜା ଖୋଜି ପରେ ମଧ୍ୟ ପତ୍ତା ପାଉନି ପୋଲିସ ।

8. ତୈଳଦର ବୃଦ୍ଧି ଚିନ୍ତା, ଦୀପାବଳିରେ କର୍ମଚାରୀଙ୍କୁ ଇ-ସ୍କୁଟର ଭେଟି ଦେଲେ ମାଲିକ

ଗୁଜୁରାଟ ସୁରଟର ଏକ ଘରୋଇ କମ୍ପାନି କର୍ମଚାରୀଙ୍କୁ ଦୀପାବଳିରେ ଇଲେକ୍ଟ୍ରିକ ସ୍କୁଟର ଉପହାର କରି ଚର୍ଚ୍ଚାରେ ।

9. 33 ବର୍ଷରେ ପାଦ ଦେଲେ ଭାରତର ରନ ମେସିନ୍‌

ଆଜି ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ ବିରୋଟ କୋହଲିଙ୍କ ଜନ୍ମଦିନ । ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ସହ ଫ୍ୟାନ୍ସକୁ ଜନ୍ମଦିନ ଭେଟି ଦେବେ ବୋଲି ସମସ୍ତଙ୍କ ଆଶା ।

10. କ୍ରିକେଟରୁ ଅଲରାଉଣ୍ଡର ବ୍ରାଭୋଙ୍କ ଅବସର ଘୋଷଣା

ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡୁଏନ ବ୍ରାଭୋଙ୍କ ଅବସର ଘୋଷଣା । ଚାଲିଥିବା ଟି-୨୦ ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବ୍ରାଭୋ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.