ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 17, 2021, 11:19 AM IST

1. MODI @71: ସ୍ବୟଂସେବକରୁ ଦେଶର ପ୍ରଧାନ ସେବକ

ଆଜି ଭାରତର 14ତମ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଚା’ ବିକାଳୀରୁ ବାଲ୍ ସ୍ବୟଂସେବକ ଆଉ ଆଜି ଦେଶର ପ୍ରଧାନ ସେବକ ।

2. MODI @71: ନରେନ୍ଦ୍ରଙ୍କୁ ନେତାଙ୍କ ଶୁଭେଚ୍ଛା, ଭର୍ଚୁଆଲରେ ଜୀବନୀ ପ୍ରଦର୍ଶିତ କରିବ ବିଜେପି

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଦଳୀୟ ନେତା ଏବଂ ରାଜନେତା ।

3. ଫେକ ଆଇଡିରୁ ମେଲ୍‌ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ

ସାଇବର ଅପରାଧ ଅଭିଯୋଗରେ ଅଧ୍ୟାପକ ଗିରଫ। ବନ୍ଧା ହେଲେ ୪୨୦ ଅଧ୍ୟାପକ ।

4. ଆଜିଠୁ ସ୍ୱାଭାବିକ ହେବ ତାଳଚେର-ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ

ଆଜି ଠାରୁ ସ୍ବାଭାବିକ ହୋଇପାରେ ତାଳଚେର ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ । ଟ୍ରାକ ମରାମତି କାର୍ଯ୍ୟ ଶେଷ ପରେ ପରୀକ୍ଷା ମୂଳକ ଭାବେ ରେଳ ଚଳାଚଳ ହୋଇଛି ଆରମ୍ଭ ।

5. State Corona Death Report; କମୁଛି ମୃତ୍ୟୁହାର, ଦିନକରେ ଗଲା ଆଉ 4 ଜୀବନ

ଆଜି(ଶୁକ୍ରବାର) ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏବେ ସୁଦ୍ଧା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 8,122କୁ ବୃଦ୍ଧି ପାଇଛି ।

6. STATE CORONA; ଦିନକରେ 628 ପଜିଟିଭ ଚିହ୍ନଟ, 96 ଶିଶୁ ଆକ୍ରାନ୍ତ

ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 628 କୋରୋନା ପଜିଟିଭ ଚିହ୍ନଟ ।

7. India Corona: ଦିନକରେ 34,403 ସଂକ୍ରମିତ ଚିହ୍ନଟ, କେରଳରୁ ସର୍ବାଧିକ

ପୁଣି ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 34 ହଜାର 403 ନୂଆ କୋରୋନା ସଂକ୍ରମିତ । ଚିନ୍ତା ବଢାଉଛି କେରଳ ।

8. ପାଣିଘେରରେ ଫସିଥିଲେ ଗର୍ଭବତୀ, ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଲେ ବିଧାୟକ

ଲଗାଣ ବର୍ଷାଜନିତ ଜଳବନ୍ଦୀରେ ଫସିଥିବା ଗର୍ଭବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ବାଲେଶ୍ବର ସଦର ବିଧାୟକ ସ୍ବରୁପ ଦାସ ।

9. ଜଳବନ୍ଦୀ ସାରା ଓଡ଼ିଶା: ଯନ୍ତ୍ରଣାରେ ଜନତା, ଦେଖନ୍ତୁ ବନ୍ୟା ସମ୍ପର୍କିତ SPECIAL REPORT

ଭୟଙ୍କର ବର୍ଷା, ଅକଥନୀୟ ଦୁର୍ଦ୍ଦଶା । ଉବୁଟୁବୁ ରାଜ୍ୟର ଅଧିକାଂଶ ଜିଲ୍ଲା । ଚାରିଆଡେ ପାଣି, ପାଣି ଆଉ ପାଣି, ଉବୁଟୁବୁ ସାରା ସହର । ଗାଁ ଦାଣ୍ଡରେ ବେକେ ବେକେ ପାଣି, ରାସ୍ତାରେ ପାଣି, ରେଳଷ୍ଟେସନରେ ପାଣି, ବସଷ୍ଟାଣ୍ଡରେ ପାଣି ।

10. ଆଜି ବିଶ୍ବକର୍ମା ପୂଜା, ସ୍ରଷ୍ଟାଙ୍କ ସୃଷ୍ଟିକୁ କୃତଜ୍ଞତା ଜଣାଇବାର ଦିନ

ଆଜି ଦେବଶିଳ୍ପୀ ପ୍ରଭୁ ବିଶ୍ବକର୍ମାଙ୍କ ପୂଜା । ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଯନ୍ତ୍ରପାତିକୁ ବିରାମ ଦିଆଯାଇ ପୂଜାର୍ଚ୍ଚନା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.