ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@11AM, ନଜର ପକାନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 24, 2021, 11:05 AM IST

1. ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ

ଶୁକ୍ରବାର ଦିନ 4ଟା ରେ ୱେବସାଇଟ ମାଧ୍ୟମରେ ଜାଣିପାରିବେ ଫଳାଫଳ । ଏଥର ନବମ ଶ୍ରେଣୀ ମାର୍କ ଆଧାରରେ ପ୍ରକାଶ ପାଇବ ଫଳ ।

2. ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ଶ୍ରୀଜିଉ, ମହାସ୍ନାନ କରିବେ ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ମହାସ୍ନାନ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

3. ରାଜ୍ୟରେ ଦିନକରେ 3650 ପଜିଟିଭ ଚିହ୍ନଟ

ଆଜି (ଗୁରୁବାର) ରାଜ୍ୟରେ 3650 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 604 ପଜିଟିଭ ଚିହ୍ନଟ ।

4. INDIA CORONA; ଦିନକରେ 54,069 ପଜିଟିଭ ଚିହ୍ନଟ

ଦେଶରେ 50 ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 54 ହଜାର 69 ଜଣ କୋରୋନା ସଂକ୍ରମିତ ଚିହ୍ନଟ ।

5. ଆଜି ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୟକଥାନ-2021 ପ୍ରତିଯୋଗୀଙ୍କ ସହିତ ଆଲୋଚନା କରିବେ । ସମୟ ସକାଳ 11ଟାରେ ଭିଡିଓ କନଫରେନ୍ସି ଜରିଆରେ ଆରମ୍ଭ ହେବ ବୈଠକ ।

6. ଆଜି ସର୍ବଦଳୀୟ ବୈଠକ; ଦିଲ୍ଲୀ ଅଭିମୁଖେ ସମସ୍ତ ରାଜନୈତିକ ଦଳ

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

7. NANDIGRAM BATTLE; ପୁନଃଗଣତି ଆବେଦନ ଉପରେ ଆଜି ଶୁଣାଣି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଆଜି ଶୁଣାଣି କରିବେ କୋଲକାତା ହାଇକୋର୍ଟ ।

8. ଟୀକାକରଣରେ ମହିଳା ଓ ଶିଶୁଙ୍କୁ ଅଧିକ ପ୍ରାଥମିକତା: ମମତା ବାନାର୍ଜୀ

ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହୋଇପାରନ୍ତି । 1ରୁ 12 ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଓ ମହିଳା ଅଧିକ ସଂକ୍ରମିତ ହେବାର ଭୟ ରହିଛି । ତେଣୁ ସେମାନଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

9. ଆଜି ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍‌

ଚଳିତବର୍ଷ ଶେଷ ସୁପରମୁନ ଦେଖିବାକୁ ମିଳିବ । ଏହି ଦିନଟି ବେଶ ଖାସ ହେବାକୁ ଯାଉଛି । କାରଣ ଆମେ ସମସ୍ତେ ଆକାଶରେ ଏକ ମହାଜାଗତିକ ଦୃଶ୍ୟର ସାକ୍ଷୀ ରହିବୁ । ରାତିର ଆକାଶରେ ଦୃଶ୍ୟମାନ ହେବ ଷ୍ଟ୍ରବେରୀ ମୁନ ।

10. ଅର୍ଜୁନ-ରଣବୀରଙ୍କ ‘ଭାରତ ମିଲାପ୍’, ଭାଇରାଲ ଫଟୋ

ଏକାଠି ନଜର ଆସିଲେ ଅର୍ଜୁନ ଓ ରଣବୀର । ଭାଇରାଲ ହେଉଛି ଦୁଇଜଣଙ୍କ ଫଟୋ । ଅନେକ ଦିନ ପରେ ପରସ୍ପରକୁ ଭେଟିଲେ ଦୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.