ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

TOP NEWS@11AM, ନଜର ପକାନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 11, 2021, 11:16 AM IST

1. ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ କ୍ୟାଡର ମାଓ ମୃତ

ପୋଲିସ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ନିହତ । AK 47 ରାଇଫଲ ଜବତ ।

2. କଂଗ୍ରେସର ତୈଳ ଦରବୃଦ୍ଧି ପ୍ରତିବାଦ, ପେଟ୍ରୋଲ ଟାଙ୍କି ଆଗରେ ଗର୍ଜୁଛି ଦଳ

କୋରୋନା ସଙ୍କଟ ସମୟରେ ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । ରାଜଧାନୀର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଦେଲା ଦଳ ।

3.ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ମହାପାତ୍ର, ଶୋକ ପ୍ରକାଶ କଲେ ନେତା

ଆରପାରିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

4. ଫଳପ୍ରଦ ହେଉଛି ଲକଡାଉନ୍, 24 ଘଣ୍ଟାରେ 5 ହଜାର 235 ସଂକ୍ରମିତ

ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5 ହଜାର 235 ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 42 ହଜାର 461କୁ ବୃଦ୍ଧି ।

5. ଖସୁଛି ସଂକ୍ରମଣ, ଦିନକରେ 91 ହଜାର 702 ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 91 ହଜାର 702 ସଂକ୍ରମିତ ଚିହ୍ନଟ । 3 ହଜାର 403 ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ ।

6. ବିଦ୍ୟୁତ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୟାଗଡ଼ ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି l ଏଥିପାଇଁ ସାଧାରଣଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

7. ଗଲ୍ଫ ଦେଶର ଭାରତୀୟ ଦୂତଙ୍କ ସହ ବୈଠକ କଲେ ଏସ.ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ଦୂତମାନଙ୍କ ସହିତ ଏକ ବୈଠକ କରିଛନ୍ତି ।

8. ସ୍ବୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ; କ୍ଷୋଭ ପ୍ରକାଶ କଲେ ମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିଛି । ଏନେଇ ବୈଦୁତିକ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା କ୍ଷୋଭ ପ୍ରକାଶ କରିଛନ୍ତି ।

9. ନିଆଁ ଆଁରେ 16 ଘର, ବାସଶୂନ୍ୟ ହେଲେ ଏକାଧିକ ପରିବାର

ନିଆଁ ଆଁରେ 16 ବଖରା ଘର । ବାସଶୂନ୍ୟ ହେଲେ ଏକାଧିକ ପରିବାର । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ।

10. ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲ୍ଲୀପ କୁମାର

କିଛି ଦିନରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦିଲ୍ଲୀପଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.