ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 19, 2021, 11:11 AM IST

1-ପରଲୋକରେ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ

ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ, କୋରୋନାରେ ଥିଲେ ଆକ୍ରାନ୍ତ ।

2-ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା କୋରୋନା, ଗତ 24 ଘଣ୍ଟାରେ 4529 ମୃତ

ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟାରେ ଦେଶରେ ୨ ଲକ୍ଷ ୬୭ ହଜାର 334 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୨୯ ଜଣଙ୍କ ହୋଇଛି ମୃତ୍ୟୁ ।

3-ଆଜି ଗୁଜୁରାଟ ଯିବେ ପ୍ରଧାନମନ୍ତ୍ରୀ

ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତିର ସମୀକ୍ଷା ପାଇଁ ପାଇଁ ଆଜି (ବୁଧବାର) ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4-କୋରୋନା ସର୍ଭେ ଆଳରେ ଘରୁ ଟଙ୍କା-ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ

କୋରୋନା ସର୍ଭେ ବାହାନାରେ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଦୁର୍ବୃତ୍ତ ଚମ୍ପଟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।

5-ପରଲୋକରେ କଂଗ୍ରେସର ବରିଷ୍ଠ ନେତା ସୁଧୀର ପରିଛା

ବଲାଙ୍ଗୀରର ବିଶିଷ୍ଟ ଚାଷୀ ନେତା ତଥା କଂଗ୍ରେସ ବରିଷ୍ଠ ନେତା ଡାକ୍ତର ସୁଧୀର ପରିଛାଙ୍କ ପରଲୋକ । ଶୋକବ୍ୟକ୍ତ କଲେ ବିଧାୟକଙ୍କ ସମେତ ଜିଲ୍ଲା କଂଗ୍ରେସ ।

6-ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବାସିନ୍ଦା

ବିଦେଶୀ ମଦ ଦୋକାନ ବିରୋଧରେ ସ୍ଥାନୀୟ ବାସିନ୍ଦା । ଏହାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସମସ୍ତେ ।

7-ରକ୍ତଦାନ କାର୍ଯ୍ୟକ୍ରମ ସକ୍ରିୟ କରିବାକୁ ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ

ରକ୍ତ ଅଭାବକୁ ଦୂର କରିବାକୁ ଓଡ଼ିଶା-ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକମାନେ ଅଧିକ କ୍ରିୟାଶୀଳ ହେବାକୁ ଆହ୍ବାନ ।

8-କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ଟିକା ନେଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ

ମଙ୍ଗଳବାର ଦିନ କେନ୍ଦ୍ରାପଡାର ୫୨ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ମୋଟ ୭ ହଜାର ଲୋକଙ୍କୁ ଦିଆଯାଇଛି।

9-ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ଫେରିବେନି ଡିଭିଲିୟର୍ସ

ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପରେ ଖେଳିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ସମସ୍ତ ଚର୍ଚ୍ଚାର ଶେଷ ଘଟିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଡିଭିଲିୟର୍ସ ଆଉ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

10-ଆଜି ଆସିବ ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର

ବହୁପ୍ରତିକ୍ଷାର ଅନ୍ତ ଘଟାଇ ଆଜି ରିଲିଜ ହେବାକୁ ଯାଉଛି ‘ଦ ଫ୍ୟାମିଲି ମ୍ୟାନ 2’ର ଟ୍ରେଲର । ଗତ ଜାନୁଆରୀ ମାସରେ ଏହାର ଟିଜର ଆସିଥିବାବେଳେ ଜୁନରେ ଆସିବ ସିରିଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.