ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : May 6, 2021, 10:59 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1-ପୁଣି 4 ଲକ୍ଷ ଟପିଲା ଦୈନିକ ସଂକ୍ରମଣ, 3980 ଜୀବନ ନେଲା କିଲର ଭାଇରସ

24 ଘଣ୍ଟା ମଧ୍ୟରେ 4 ଲକ୍ଷ 12 ହଜାର 262 ଆକ୍ରାନ୍ତ ଚିହ୍ନଟ । 3 ହଜାର 980 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

2-ରାଜ୍ୟରେ ଦିନକରେ ମହାମାରୀ ନେଲା 17 ମୁଣ୍ଡ

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ କୋରୋନା ନେଲା ପୁଣି 17 ଜଣଙ୍କ ଜୀବନ ।

3-ବିନା ପଞ୍ଜୀକରଣରେ ଟିକାଦାନ କେନ୍ଦ୍ରକୁ ଆସନ୍ତୁ ନାହିଁ: ବିଏମସି କମିଶନର

ବିନା ପଞ୍ଜୀକରଣରେ ଆସି ଟିକାଦାନ କେନ୍ଦ୍ରରେ ଅଯଥା ଗହଳି ନ କରିବାକୁ କହିଛନ୍ତି ବିଏମସି କମିଶନର ।

4-ଶୋଇଥିବାବେଳେ ଶିଳପୁଆରେ ଛେଚି ଶ୍ବଶୁୁରକୁ ମାରିଦେଲା ବୋହୂ

ବୃଦ୍ଧ ଶ୍ବଶୂର ଶୋଇଥିବା ସମୟରେ ପଡୋଶୀ ସହ ମିଶି ଶିଳପୁଆରେ ଛେଚି ହତ୍ୟା କଲା ବୋହୂ ।

5-ପଶ୍ଚିମବଙ୍ଗ ଯାଉଛନ୍ତି କି ? RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

କୋରୋନା ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି |

6-ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ରିପୋର୍ଟ ମାଗିଲା କେନ୍ଦ୍ର

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଘଟିଥିବା ହିଂସାକାଣ୍ଡର ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

7-କୋରୋନାରେ RLD ମୁଖ୍ୟ ଅଜିତ ସିଂଙ୍କ ଦେହାନ୍ତ

ରାଷ୍ଟ୍ରିୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଚୌଧୁରୀ ଅଜିତ ସିଂଙ୍କ ପରଲୋକ । ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ।

8-5 ମାସର ପୁଅକୁ ବଞ୍ଚାଇବା ପ୍ରୟାସ, 42 ଦିନରେ 16 କୋଟି ଯୋଗାଡ କଲେ ପିତାମାତା

ନିଜ ଶିଶୁର ଜୀବନ ସୁରକ୍ଷା ପାଇଁ 42 ଦିନରେ 16 କୋଟି ଟଙ୍କା ସଂଗ୍ରହ କରିଛନ୍ତି ପିତା-ମାତା । ସ୍ପାଇନାଲ୍ ମସକୁଲାର୍ ଆଟ୍ରୋଫି ରୋଗରେ ପୀଡିତ 5 ମାସର ଶିଶୁର ରକ୍ଷା ପାଇଁ ଏକ ସମାଜସେବୀ ସଂଗଠନ ସହ ମିଶି 16 କୋଟି କ୍ରାଉଡ ଫଣ୍ଡିଂ ଯୋଗାଡ କରିଛନ୍ତି ପିତା-ମାତା ।

9-କୋଭିଡ ନିୟମ ଉଲ୍ଲଂଘନ କରି ରାସ୍ତାରେ ବୁଲୁଥିଲା କୁକୁର, ଗିରଫ କଲା ପୋଲିସ

କୁକୁର ଗିରଫ। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କୋଭିଡ ନିୟମ ଉଲ୍ଲଂଘନ କରିବାରୁ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ।

10-ସନ୍ନିଙ୍କ ମହାନତା: 10 ହଜାର ପ୍ରବାସୀଙ୍କୁ ଯୋଗାଇବେ ଖାଦ୍ୟ

ପେଟା ସହ ମିଶି ସନ୍ନି ନୂଆ ଅଭିଯାନରେ ସାମିଲ ହୋଇଛନ୍ତି । ଏଥର ହଜାର ହଜାର ପ୍ରବାସୀଙ୍କୁ ଯୋଗାଇବେ ଖାଦ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.