ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM
author img

By

Published : Apr 7, 2021, 11:09 AM IST

1.ଦିନକରେ ଲକ୍ଷେ 15 ହଜାର ଟପିଲା ଦୈନିକ ସଂକ୍ରମଣ, 630 ମୃତ

କୋରୋନାର ଦ୍ବିତୀୟ ଲହରୀରେ ଆସିଲା ସର୍ବାଧିକ ସଂକ୍ରମଣ ରିପୋର୍ଟ ।

2.ଦିନକରେ ରାଜ୍ୟରୁ 791 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 147 ଆକ୍ରାନ୍ତ ହୋଇଛନ୍ତି ।

3.ଥାନା ଭିତରେ ଗୋଷ୍ଠୀ ସଂଘର୍ଷ; 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ବାଲେଶ୍ବର ରେମୁଣା ଥାନା ଭିତରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 2 ଆହତ ।

4.ପଶ୍ଚିମବଙ୍ଗ ନିର୍ବାଚନ; ଆଜି 4ଟି ରୋଡ ଶୋ କରିବେ ଶାହା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ 4ଟି ରୋଡ ଶୋ କରିବେ ।

5.ନରହନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

ଛେଣ୍ଡିପଦା ବନାଞ୍ଚଳ ରାମଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ୨ ମୃତ୍ୟୁ ଘଟିଛି।

6.ବାହୁବଳୀ ବିଧାୟକଙ୍କ ନୂଆ ଠିକଣା ବାନ୍ଦା ଜେଲ

ବାନ୍ଦା ଜେଲରେ ପହଞ୍ଚିଲେ ବାହୁବଳୀ ବିଧାୟକ ମୁଖତାର ଅଂସାରୀ।

7.ଆଜି ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ

ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପରୀକ୍ଷା ପେ ଚର୍ଚ୍ଚା' 2021 କାର୍ଯ୍ୟକ୍ରମରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଆଲୋଚନା କରିବେ ।

8.ଦେଶର କୌଣସି ପ୍ରାନ୍ତରେ ଅଭାବ ନାହିଁ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଇବାର ବ୍ୟବସ୍ଥା କରୁଛନ୍ତି।

9.ପାର୍କିଂରୁ ଗାଏବ ହେଉଛି ଗାଡି, ରାଜଧାନୀବାସୀ ସତର୍କ ରୁହନ୍ତୁ...

ସିସିଟିଭି ଓ ହାଇ ସିକ୍ୟୁରିଟି ସତ୍ତ୍ୱେ ନେଇଗଲେ ଦୁଇଚକିଆ ଗାଡି। ଆପୋଲୋ ହସ୍ପିଟାଲର ପାର୍କିଂରୁ ଏମିତି ଢଙ୍ଗରେ ଗାଡି ହୋଇଛି ଚୋରି ।

10.ସୁଶାନ୍ତଙ୍କ ବାୟୋପିକ ନିର୍ମାଣ କରିବେ କି ରାମ ଗୋପାଲ ?

ସୁଶାନ୍ତଙ୍କ ବାୟୋପିକକୁ ନେଇ ଅନେକ ଦିନରୁ ଚର୍ଚ୍ଚା । ଏହି ଚର୍ଚ୍ଚା ମଧ୍ୟରେ ରାମ ଗୋପାଲ ସ୍ଥିର କରିଛନ୍ତି ଫିଲ୍ମ ନିର୍ମାଣ କରିବାକୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.