ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 19, 2021, 11:09 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଛଅ ଦିନ ପରେ ସ୍ବାଭାବିକ ହେଲା ଗୃହକାର୍ଯ୍ୟ; ଚାଲିଛି ପ୍ରଶ୍ନକାଳ

ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ ।

2.ଆଜିଠୁ ଡାଏଲ କରନ୍ତୁ 112, ପାଆନ୍ତୁ 3 ଜରୁରୀକାଳୀନ ସେବା

ଏଣିକି ଜରୁରୀକାଳୀନ ସେବା ମିଳିବାରେ ହେବ ସହଜ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି ।

3.ଭୟାବହ ଅଗ୍ନିକାଣ୍ଡ, ପାଞ୍ଚ ପରିବାର ସର୍ବହରା

ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 5ଟି ପରିବାରର 10 ବଖରା ଘର ପୋଡିଜଳି ପାଉଁଶ ।

4.ଦୁଇ ବାଇକ ମୁହାଁମୁହିଁ ଧକ୍କା; 3 ମୃତ

ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଜଗନ୍ନାଥପୁରଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।

5.ସିଏମସି ପାଖରେ ନାହିଁ କଲ୍ୟାଣମଣ୍ଡପର ତଥ୍ୟ, ହାଇକୋର୍ଟଙ୍କ କ୍ଷୋଭ !

ସିଏମସି ପାଖରେ ନାହିଁ ମଣ୍ଡପର ତଥ୍ୟ। ସେହିପରି ହାଇକୋର୍ଟଙ୍କ ଦ୍ଵାରା ଜାରି କରାଯାଇଥିବା ଗାଇଡଲାଇନକୁ ସଠିକ ଭାବରେ ପାଳନ କରାଯାଉ ନଥିବା ନେଇ ବିରକ୍ତି ପ୍ରକାଶ କଲେ କୋର୍ଟ।

6.କିଶନନଗର ଶୀତଳଭଣ୍ଡାରରୁ ବିଷାକ୍ତ ଗ୍ୟାସ ଲିକ୍‌, ଆୟତ୍ତ କଲା ଅଗ୍ନିଶମ

କଟକ କିଶନନଗର ଶୀତଳଭଣ୍ଡାରରୁ ଆମୋନିୟମ ଗ୍ୟାସ ଲିକ । ଗ୍ୟାସ ନିୟନ୍ତ୍ରଣ ପାଇଁ ୫ ଦମକଳ ଗାଡି ନିୟୋଜିତ ।

7.କୋରୋନା ପ୍ରଭାବ; ଅମୃତସରକୁ ଫେରିଲା ନାଇଟ କର୍ଫ୍ୟୁ

ଗୁରୁବାର ଗୋଟିଏ ଦିନରେ 230 ନୂତନ ସଂକ୍ରମିତ ଅମୃତସରରେ ଚିହ୍ନଟ ପରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ।

8.ଭଦୋଦରାର ପେଟ୍ରୋକେମ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜୁରାଟ ଭଦୋଦରାରେ ଥିବା ଶିବମ ପେଟ୍ରୋକେମ ଇଣ୍ଡଷ୍ଟ୍ରିଜ୍ ନାମକ ଏକ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।

9.ଆଜି ଆସାମ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ

ମାର୍ଚ୍ଚ 27 ତାରିଖରେ ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପୁଣି ଥରେ କ୍ଷମତାକୁ ଫେରିବାକୁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ ।

10.ଜାମାଇକାରେ ପହଞ୍ଚିଲା କୋରୋନା ଭ୍ୟାକ୍ସିନ, ଧନ୍ୟବାଦ ଜଣାଇଲେ କ୍ରିସ ଗେଲ

ଭାରତ ପଠାଇଥିବା କୋରୋନା ଟୀକା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ ତଥା ଜାମାଇକାନ କ୍ରିକେଟର କ୍ରିସ ଗେଲ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.