ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 3, 2021, 11:03 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

41/64 characters TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ହାତୀ ମୃତ୍ୟୁ ଘଟଣା: ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ

ସମ୍ବଲପୁର ସଦର ରେଞ୍ଜର ଗୌର ଶଙ୍କର ଦାସଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।

2-ଜଳୁଛି ଶିମିଳିପାଳ; ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

3-ବରେଇପାଲିରେ ମର୍ମନ୍ତୁଦ ଦୁର୍ଘଟଣା, ଆଖି ବୁଜିଲେ 3 ବାଇକ ଆରୋହୀ

ସମ୍ବଲପୁର ବରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ 3 ବାଇକ ଆରୋହୀ ମୃତ, ଜଣେ ଗୁରୁତର ।

4-ମାର୍ଚ୍ଚ 5ରୁ ଅପ୍ରେଲ 17 ଯାଏ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରିବ ବିଜେଡି
ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା କରିବ ଯୁବ ଓ ଛାତ୍ର ବିଜେଡି ।

5-24 ଘଣ୍ଟାରେ ଦେଶରେ 14,989 ନୂଆ ଆକ୍ରାନ୍ତ ଚିହ୍ନଟ, 98 ମୃତ

କିଛି ଦିନର ଆଶ୍ବସ୍ତି ପରେ ଏବେ ପୁଣି କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟଭିତ ଲୋକେ ।

6-ନୃଶଂସ ସ୍ବାମୀ: ସ୍ତ୍ରୀ ଓ ଦୁଇ ଝିଅକୁ ହାତୁଡି ପିଟି ପିଟି କଲା ହତ୍ୟା

ସ୍ବାମୀର ହାତୁଡି ମାଡରେ ସ୍ତ୍ରୀ ସହ 2 ଝିଅ ମୃତ, ଜଣେ ଗୁରୁତର। ଗୁରୁତର ଝିଅକୁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

7-ହାଥରସ ଘଟଣାର ପୁନରାବୃତ୍ତି; ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର, 12 ଅଟକ

ଆଲିଘରର ଏକ ଗାଁରେ ଅର୍ଦ୍ଧନଗ୍ନ ଅବସ୍ଥାରେ 17 ବର୍ଷିୟ ଦଳିତ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି ।

8-ଓଡିଶାରେ ବିହାରର ପ୍ରଶାସନିକ ପ୍ରତିନିଧି ଦଳ

ଓଡିଶାର ବନ୍ଦର ବ୍ୟବହାର ପାଇଁ ଓଡିଶା-ବିହାରର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଛି ଆଲୋଚନା ।

9-ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ।

10-‘ତାଣ୍ଡବ’ ସିରିଜ ବିବାଦ: କ୍ଷମା ମାଗିଲା ଆମାଜନ ପ୍ରାଇମ ଭିଡିଓ

ନିକଟରେ ରିଲିଜ ହୋଇଥିବା ‘ତାଣ୍ଡବ’ ସିରିଜ ଉପରେ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇବା ଅଭିଯୋଗ । ଅନେକ ସମାଲୋଚନା ପରେ କ୍ଷମା ମାଗିଲେ ନିର୍ଦ୍ଦେଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.