ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 1, 2021, 11:10 AM IST

1-ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଭିଡ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ନେଲେ ଟିକା ।

2-ଓପିଏସସି ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି

ଓପିଏସସି ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

3-ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ORS ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।

4-ଆଜି କନ୍ୟାକୁମାରୀରେ ନୌକା ରାଲିରେ ଯୋଗ ଦେବେ ରାହୁଲ

ସୋମବାର କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ତାମିଲନାଡ଼ୁର କନ୍ୟାକୁମାରୀ ଗସ୍ତ କରିବେ ବୋଲି ଜଣାପଡିଛି ।

5-24 ଘଣ୍ଟାରେ 15,510 ନୂଆ ଆକ୍ରାନ୍ତ ଚିହ୍ନଟ, 106 ମୃତ

ଦେଶରେ ପୁଣି ଦୈନିକ ଆସୁଛି 10 ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ।

6-ନିଆଁ ଲାଗି ୪ ଏକର ଆଖୁ ଫସଲ ନଷ୍ଟ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦାବି

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେ ନିଆଁ ଲାଗି ପ୍ରାୟ ୪ ଏକର ଆଖୁ ଫସଲ ନଷ୍ଟ। ଋଣ କରଜ କରି ଦୁହେଁ ଆଖୁ ଚାଷ କରିଥିଲେ ।

7-ରାମଲାଲାଙ୍କ ମନ୍ଦିର ପାଇଁ ଭକ୍ତଙ୍କ ଅକୁଣ୍ଠ ସମର୍ପଣ; 44 ଦିନରେ 21 ଶହ କୋଟି ସଂଗ୍ରହ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଶିଳାନ୍ୟାସ ରଖାଯିବା ପରେ ଧିରେ ଧିରେ ଆରମ୍ଭ ହେଉଛି ପ୍ରସ୍ତୁତି।

8-120 ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ, ଫେବୃଆରୀରେ ସର୍ବାଧିକ ତାପମାତ୍ରା

ଫେବୃଆରୀ ମାସରେ ଦିଲ୍ଲୀର ହାରାହାରି ସର୍ବାଧିକ ତାପମାତ୍ରା 27.9 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

9-ଆଜିଠୁ ମହାରାଷ୍ଟ୍ର ଓ ଗୁଜୁରାଟର ବଜେଟ ଅଧିବେଶନ

ଆଜିଠୁ ମହାରାଷ୍ଟ୍ର ଓ ଗୁଜୁରାଟରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ ।

10-ଘରେ ରହି ‘ମାର୍ସ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ

ନାସାର ‘ମାର୍ସ ରୋଭର୍‌’ ଚଳିତ ବର୍ଷ ଆରମ୍ଭରେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.