ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Feb 20, 2021, 11:09 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ବିଧାନସଭା ବଜେଟ ଅଧିବେଶନ; ବିରୋଧୀଙ୍କ ହୋହଲ୍ଲା, ଗୃହ 11 ଟା 30 ପର୍ଯ୍ୟନ୍ତ ମୁଲତବୀ

ଗୃହକାର୍ଯ୍ୟ 11 ଟା 30 ପର୍ଯ୍ୟନ୍ତ ମୁଲତବୀ..

2.ମାତୃଭାଷାକୁ ପ୍ରୋତ୍ସାହିତ କରିବାକୁ ସାଂସଦଙ୍କୁ ଚିଠି ଲେଖିଲେ ଉପରାଷ୍ଟ୍ରପତି

କଥିତ ମାତୃଭାଷାକୁ ଜୀବନର ମୂଳତତ୍ତ୍ବ ଭାବରେ ଗ୍ରହଣ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ବାନ..

3.12 ଥର ପାଇଁ ପୁଣି ବଢିଲା ତେଲ ଦର

ଦିଲ୍ଲୀରେ 12 ଥର ପାଇଁ ପୁଣି ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଛି..

4.ଜଗନ୍ନାଥ ବସ୍ତିରୁ ସୁନାଗହଣା ଲୁଟ ଘଟଣା; 2 ଅଭିଯୁକ୍ତ ଗିରଫ

ବାସେଳିସାହି ଥାନା ଅଞ୍ଚଳରୁ ସୁନା ଅଳଙ୍କାର ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ..

5.କମେଣ୍ଟମରାକୁ ନେଇ ସଂଘବଦ୍ଧ ଆକ୍ରମଣ: ବାପା ମୃତ, ପୁଅ ଗୁରୁତର

ଝିଅକୁ କମେଣ୍ଟ ମରାକୁ ନେଇ ବଚସାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ ହୋଇଛି ସଂଘବଦ୍ଧ ଆକ୍ରମଣ..

6.ୟୁରୋପକୁ ବାଇଡେନଙ୍କ ବାର୍ତ୍ତା, ଫେରିବ ଆମେରିକା

ଆମେରିକା ଓ ୟୁରୋପର ସମ୍ପର୍କରେ ଆସିବ ସୁଧାର । ଏନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ..

7.ଆକ୍ରମଣକାରୀକୁ ଗିରଫ ଦାବିରେ ଏକଜୁଟ ହେଲେ ଗ୍ରାମବାସୀ

ଆକ୍ରମଣକାରୀକୁ ଗିରଫ ଦାବିରେ ବରଗଡ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ..

8.ବିଜୟ ହଜାରେ ଟ୍ରଫି: ଟସ୍‌ ଜିତିଲା କେରଳ, ବ୍ୟାଟିଂ କରିବ ଓଡିଶା

ଆଜିଠୁ ବିଜୟ ହଜାରେ ଟ୍ରଫି । ତେବେ ଟସ୍‌ ଜିତି ଓଡିଶା ବିପକ୍ଷରେ କେରଳ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି..

9.‘ବଘିରା’ର ଦମଦାର ଟିଜର ରିଲିଜ, ସାଇକୋ ଅବତାରରେ ପ୍ରଭୁଦେବା

ଆସିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ବଘିରା’ର ଟିଜର ଭିଡିଓ..

10.ବିନା ହେଲମେଟରେ ବିବେକଙ୍କ ବାଇକ ରାଇଡିଂ, ଚାଲାଣ କାଟିଲା ମୁମ୍ବାଇ ପୋଲିସ

ବିବେକଙ୍କୁ ନେଇ ନୂଆ ଚର୍ଚ୍ଚା । ଭାଲେଣ୍ଟାଇନ ଡେରେ ବାଇକ୍ ରାଇଡିଂ କରିବା ତାଙ୍କୁ ପଡିଲା ଭାରି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.