ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Jan 8, 2021, 11:02 AM IST

1. ଖୋଲିଲା ସ୍କୁଲ, 9 ମାସ ପରେ ସ୍କୁଲ ଗଲେ ଛାତ୍ରଛାତ୍ରୀ

ଦୀର୍ଘ 9 ମାସର ବ୍ୟବଧାନ ପରେ ଆଜିଠୁ ସ୍କୁଲ ଗଲେ ଛାତ୍ରଛାତ୍ରୀ । କୋଭିଡ କଟକଣା ମଧ୍ୟରେ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।

2. ଭୁଶୁଡୁଛି ଲାଲଗଡ, ଏକାଥରକେ 14 ମାଓବାଦୀ କଲେ ଆତ୍ମସମର୍ପଣ

ଏକାଥରକେ 14 ମାଓବାଦୀ କଲେ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନାରେ ଆତ୍ମ ସମର୍ପଣ କରିଛନ୍ତି ମାଓବାଦୀ ।

3. ଦୀର୍ଘ ନଅ ମାସ ପରେ ଆଜି ଖୋଲୁଛି ସିନେମାହଲ

କୋଭିଡ-୧୯ ନିର୍ଦ୍ଦେଶାବଳୀ ସହ ଶୁକ୍ରବାର ରାଜ୍ୟରେ ଖୋଲିବ ସିନେମାହଲ ଏବଂ ମଲ୍ଟିପ୍ଲେକ୍ସ ।

4. ଜାତିସଂଘ ସୁରକ୍ଷା ପରିଷଦର 3ଟି କମିଟିରେ ଅଧ୍ୟକ୍ଷତା କରିବ ଭାରତ

ଜାତିସଂଘ ସୁରକ୍ଷା ପରିଷଦର 3ଟି କମିଟିରେ ଭାରତ ଅଧ୍ୟକ୍ଷତା କରିବା ନେଇ ସୂଚନା ଦେଲେ ଜାତିସଂଘରେ ଭାରତର ଆମ୍ବାସଡର ଟିଏସ ତ୍ରିମୂର୍ତ୍ତୀ ।

5. ପୁଣି ଘଟିଲା ହତ୍ୟାକାଣ୍ଡ, ଭାଇର ଟାଙ୍ଗିଆ ଚୋଟରେ ଭାଇ ମୃତ

ଥମିବାର ନା ଧରୁନି ଅପରାଧିକ ମାମଲା । ସମ୍ପର୍କୀୟ ଭାଇର ଟାଙ୍ଗିଆ ଚୋଟରେ ଭାଇର ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର।

6. ନଅ ମାସ ବ୍ୟବଧାନ ପରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବେ ଭକ୍ତ

ଦୀର୍ଘ ନଅ ମାସ ପରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବେ ଭକ୍ତ। କୋଭିଡ କଟକଣା ସହ ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଲା ବାବାଙ୍କ ମନ୍ଦିର।

7. ଜଙ୍ଗଲୀ କନ୍ଦା ଖାଇ 15 ଅସୁସ୍ଥ, 10 ଗୁରୁତର

ଜଙ୍ଗଲୀ କନ୍ଦା ଖାଇ 15 ଅସୁସ୍ଥ । 10 ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ 5 ଜଣ ସୁସ୍ଥ ହେଇଗଲେଣି ।

8. ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳରୋକ

ରେଙ୍ଗାଲି ରେଳ ଷ୍ଟେସନରେ ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟ୍ରେନ ରୋକୋ ଆନ୍ଦୋଳନ। ଧାନବାଦ ଏଲଏପି ଏକ୍ସପ୍ରେସର ପୁନଃ ରହଣୀ ଦାବିରେ ଏହି ରେଳ ରୋକ ହୋଇଛି ।

9. ଖେଲୋ ଇଣ୍ଡିଆ ଆଥଲେଟିକ ପ୍ରତିଭା ଚୟନରେ ଓଡିଆ ପୁଅ ପ୍ରବୋଧ

ଖେଲୋ ଇଣ୍ଡିଆ ଆଥଲେଟିକ ପ୍ରତିଭା ଚୟନରେ ଓଡିଆ ପୁଅ ପ୍ରବୋଧ ମହାନ୍ତି ।

10. ସିଡନୀ ଟେଷ୍ଟ: ପ୍ରଥମ ପାଳିରେ 338ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ଅଲରାଉଣ୍ଡର ଜାଡେଜାଙ୍କ ଯାଦୁରେ କଙ୍ଗାରୁ ଦଳ ଘାଇଲା । ପ୍ରଥମ ପାଳିରେ 338 ରନ କରି ଅଲଆଉଟ୍‌ ହେଲା ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.