ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Dec 2, 2020, 11:00 AM IST

Updated : Dec 2, 2020, 12:24 PM IST

1.ଜିଲ୍ଲାପାଳଙ୍କ ଅଫିସରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସରେ ଚଢାଉ ।

2.ଅର୍ଥନୀତିକୁ ସୁଦୃଢ କରିବା ଲକ୍ଷ୍ୟ, ରାଜ୍ୟରେ ଆର୍ଥିକ କଟକଣାରେ କୋହଳ

ରାଜ୍ୟରେ ଲାଗୁ ହୋଇଥିବା ଆର୍ଥିକ କଟକଣାରେ କିଛିଟା କୋହଳ କରାଯାଇଛି ।

3.ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗ,କମ୍ପାନୀ ମୁଖ୍ୟ ଗିରଫ

ମିଥ୍ୟା ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ବର ଅଞ୍ଚଳରେ। ଘଟଣାରେ ସଂସ୍ଥାର ମୁଖ୍ୟ କହୁଥିବା ଗୁରୁଦେବ ସେଠ ଗିରଫ କରି କୋର୍ଟ ଚାଲାଣ କରିଛି।

4.ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ, ସୀମା ସିଲ୍ କଲା ପୋଲିସ

ଆଜିଠୁ ନକ୍ସଲ ପାଳିବେ ପିଏଲଜିଏ ସପ୍ତାହ । ସ୍ବାଭିମାନ ଅଞ୍ଚଳରେ ବିଏସଏଫ,ଏସଓଜି ଓ ଡିଭିଏଫର କମ୍ବିଂ ଜାରି। ସୀମା ସିଲ୍‌ କଲା ପୋଲିସ ।

5.ଧର୍ମାନ୍ତୀକରଣ ଦେଲା ନାହିଁ ଶ୍ମଶାନରେ ସ୍ଥାନ: ଲାଗିଛି ବିବାଦ,ବୁଝାଉଛି ପ୍ରଶାସନ

ଧର୍ମାନ୍ତରୀକରଣକୁ ନେଇ ଅନ୍ତିମ ସତ୍କାର କରିବାକୁ ଦେଉନାହାନ୍ତି ଗ୍ରାମବାସୀ। ଘଟଣାକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ମୁତୟନ ସହ ପ୍ରଶାସନର ବୁଝାସୁଝା ଜାରି ରହିଛି।

6.କୋରୋନା ଅପଡେଟ: ଦେଶରେ 24 ଘଣ୍ଟାରେ 36604 ଆକ୍ରାନ୍ତ, 501 ମୃତ

କୋରୋନାରେ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ରହିଛି । ଯେଉଁଠି ଏବେ ମଧ୍ୟ ବହୁ ମାତ୍ରାରେ ପଜିଟିଭ ସଂଖ୍ୟା ଚିହ୍ନଟ ହେଉଛି ।

7.ଜେପି ନଡ୍ଡା@60, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ନେତା ଦେଲେ ଶୁଭେଚ୍ଛା। ଏହାସହ ନଡ୍ଡାଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି।

8.ଗ୍ରେଟର ହାଇଦ୍ରାବାଦ ପୌରନିର୍ବାଚନ: ସମୁଦାୟ 46.6% ମତଦାନ

ମଙ୍ଗଳବାର ହୋଇଥିବା ଗ୍ରେଟର ହାଇଦ୍ରାବାଦର ପୌରନିର୍ବାଚନରେ ସମୁଦାୟ 46.6% ମତଦାନ ହୋଇଛି ।

9.ମାଡିଆସୁଛି ବାତ୍ୟା ବୁରାଭି, 4ରେ ଛୁଇଁବ ତାମିଲନାଡୁ

ବାତ୍ୟା ବୁରେଭିକୁ ଦୃଷ୍ଟିରେ ରଖି କେରଳ ଥିରୁଅନନ୍ତପୁରମରେ ଆସନ୍ତା କାଲି ପାଇଁ ରେଡ ଆଲର୍ଟ। ସେହିପରି ଆଜି ଓ ଡିସେମ୍ବର 4 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା।

10.ଦିିନିକିଆରେ 12 ହଜାର ରନ ପୂରଣ କଲେ ବିରାଟ

ଦିିନିକିଆ କ୍ରିକେଟରେ 12 ହଜାର ରନ ପୂରଣ କଲେ ବିରାଟ କୋହଲି।

Last Updated : Dec 2, 2020, 12:24 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.