ETV Bharat / bharat

TOP NEWS @11AM:ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍‌ ନ୍ୟୁଜ

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS
author img

By

Published : Aug 31, 2022, 11:00 AM IST

1.Ganesh Chaturthi, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.ରାଜଧାନୀରେ ବୀଭତ୍ସ ହତ୍ୟା, DCP ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ

ରାଜଧାନୀରେ ଭୁବନେଶ୍ବରରେ ବୀଭତ୍ସ ହତ୍ୟା । ଡିସିପି ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ ।

3.ଆସନ୍ତା 3ରେ Artemis I ପୁନଃ ପରୀକ୍ଷଣ ଲକ୍ଷ୍ୟ ରଖିଛି NASA

ସେପ୍ଟେମ୍ବର 3ରେ ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ I(NASA Moon Rocket Artemis I) ପୁନଃ ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖିଛି ନାସା ।

4.India Corona, ଆଜି ବି ୧୦ ହଜାର ତଳେ ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 7,231 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

5.Odisha Corona Cases, ଦିନକରେ 275 ସଂକ୍ରମିତ

24 ଘଣ୍ଟାରେ ରାଜ୍ୟରେ ଆଉ 275 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ

ଗାଁକୁ ଭଲ ରାସ୍ତା ନଥିବାରୁ ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି । ଆମ୍ବୁଲାନ୍ସ ପାଖରେ ପହଞ୍ଚିବ ପୂର୍ବରୁ ରାସ୍ତା ଜନ୍ମ ହେଲା ଛୁଆ ।

7.make-in-odisha conclave ପାଇଁ ଦିଲ୍ଲୀ ଗସ୍ତରେ ନବୀନ, ସମାଲୋଚନା କଲା BJP

ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହିତ ପୂର୍ବରୁ ହୋଇଥିବା କନକ୍ଲେଭର ସଫଳତା ବିଷୟରେ ପ୍ରଶ୍ନ କରିଛି ।

8.ରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଗାଁଠୁ ସହର

ନୂଆଁଖାଇ ତିହାର ପାଇଁ ଚଳ ଚଞ୍ଚଳ ବୌଦ୍ଧ ଜିଲ୍ଲା । ଗାଁ ଠାରୁ ସହର ଲୋକଙ୍କ ଘରେ ଲାଗିଲାଣି ବନ୍ଧୁ ବାନ୍ଧବଙ୍କ ଭିଡ଼ । ନୂଆଁଖାଇ ପାଳିବାକୁ ସମସ୍ତେ ଉତ୍ସାହିତ ।

9.ଅଙ୍ଗନବାଡି କର୍ମୀଙ୍କ ବର୍ବରକାଣ୍ଡ: ପ୍ୟାଣ୍ଟରେ ପରିସ୍ରା କରିବାକୁ 3 ବର୍ଷ ଶିଶୁର ଗୁପ୍ତାଙ୍ଗ ପୋଡିଥିଲେ

ପ୍ୟାଣ୍ଟରେ ପରିସ୍ରା କରିଦେବାରୁ 3 ବର୍ଷୀୟ ଶିଶୁର ଗୁପ୍ତାଙ୍ଗ ପୋଡି ଦେଲେ ଅଙ୍ଗନବାଡି କର୍ମୀ (Anganwadi worker) ଓ ତାଙ୍କ ସହଯୋଗୀ ।

10.କ୍ରିକେଟ ଜଗତରେ ଝୁଲଣଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ: ହରମନପ୍ରିତ କୌର

ଭାରତୀୟ ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ହରମନପ୍ରିତ କୌର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.