1-Raipur Helicopter Crash: ମିଳିଲା ପରିଚୟ, ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ
2-Odisha Corona: ରାଜ୍ୟରେ ଦିନକରେ ୧୯ ସଂକ୍ରମିତ ଚିହ୍ନଟ
3-ଶୋଇଥିବାବେଳେ ଘରେ ଲାଗିଗଲା ନିଆଁ, ମାଆ ସହ ୨ ଶିଶୁ ଜୀବନ୍ତ ଦଗ୍ଧ
4-ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
5-India Corona: ଦିନକରେ 2841 ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ନିୟନ୍ତ୍ରଣରେ ରହିଛି ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ 2,841 ନୂଆ ସଂକ୍ରମିତ ଚିହ୍ନଟ ।
6-ପୁଲଓ୍ବାମାରରେ ଆତଙ୍କୀଙ୍କ ଗୁଳି ମାଡରେ ପୋଲିସକର୍ମୀ ଆହତ
ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଫୁଟିଲା ଗୁଳି, ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ।
7-ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର 2 ସହଯୋଗୀଙ୍କୁ ବାନ୍ଧିଲା NIA
8-ଆଜିଠୁ କଂଗ୍ରେସର ଚିନ୍ତନ ଶିିବିର, ଟ୍ରେନ୍ରେ ଉଦୟପୁର ପହଞ୍ଚିଲେ ରାହୁଲ
9-ଆସଇକ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଜଣେ ମୃତ ୨ ଆହତ
10-IPL 2022: ଚେନ୍ନାଇର ପ୍ଲେ-ଅଫ୍ ଆଶା ଧୂଳିଶାତ୍ କଲା ମୁମ୍ବାଇ