1-କବାଡି ଦୋକାନରେ ବିସ୍ଫୋରଣ, ୨ ଗୁରୁତର
ଭଦ୍ରକ ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇ ଜଣ ଗୁରୁତର ହୋଇଥିବା ସୂଚନା।
2-Jahangirpuri Demolition Case: ଆଜି ସୁପ୍ରିମକୋର୍ଟରେ ଶୁଣାଣି
3-Odisha Corona Report: ଦିନକରେ 9 ପଜିଟିଭ ଚିହ୍ନଟ
4-କଟକ ଚଣ୍ଡୀ ମନ୍ଦିରରେ 5T ସଚିବ, ମନ୍ଦିର ଉନ୍ନତି ନେଇ କଲେ ଆଲୋଚନା
5-India Corona: ଉପରମୁହାଁ କୋରୋନା, ଦିନକରେ 2380 ନୂଆ ସଂକ୍ରମିତ
ଦେଶରେ ପୁଣି ଫଣା ଟେକୁଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ 2,380 ନୂଆ ସଂକ୍ରମିତ ଚିହ୍ନଟ ।
6-ଭାରତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ
ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଗୁଜୁରାଟ ଅହମ୍ମଦାବାଦ ଠାରେ ସେ ଅବତରଣ କରିଛନ୍ତି ।
7-India Corona: ଉପରମୁହାଁ କୋରୋନା, ଦିନକରେ 2380 ନୂଆ ସଂକ୍ରମିତ
ଦେଶରେ ପୁଣି ଫଣା ଟେକୁଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ 2,380 ନୂଆ ସଂକ୍ରମିତ ଚିହ୍ନଟ ।
8-ରାଜଧାନୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ପୂର୍ବ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ବିଜେପି ନେତା ଜିତୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା । ପୋଲିସର ତଦନ୍ତ ଜାରି ।
9-Block level Health Mela: ଦେଶବ୍ୟାପୀ ବ୍ଲକ ସ୍ତରୀୟ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ମେଳା ଜାରି
10-ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର, ଛାଡିଲେ ଗୁଟଖା କମ୍ପାନୀର ବିଜ୍ଞାପନ