ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 18, 2022, 11:05 AM IST

1-ଗୋରୁ ବେପାରୀଙ୍କ ଉପରେ ଚଢି ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ, 3 ମୃତ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

2-Prafulla kar Demise: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ନିଧନ ହୋଇଛି । 83 ବର୍ଷ ବୟସରେ ଆଖି ବୁଜିଛନ୍ତି ସଙ୍ଗୀତ ଯାଦୁକର ପ୍ରଫୁଲ୍ଲ । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3-Odisha Corona Report: ଦିନକରେ ୧୩ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩ କୋରୋନା ପଜିଟିଭ ଚିହ୍ନଟ । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୩୫ ।

4-Kheri Violence: ଆଶିଷଙ୍କ ଜାମିନ ଆବେଦନ ଖାରଜ, ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଲଖିମପୁର ଖେରୀ ହିଂସା ଘଟଣାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ମାମଲାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

5-Gas leak At Mangalore MASZ: ମାଛ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ, ୫ ଶ୍ରମିକ ମୃତ

ମେଙ୍ଗାଲୁରର MASZ ମାଛ ଫ୍ୟାକ୍ଟ୍ରିରୁ(Gas leak at Mangalore MASZ) ଗ୍ୟାସ ଲିକ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।

6-ପୁଣି ବଢିଲା ସଂକ୍ରମଣ: ଦିନକରେ 2183 ପଜିଟିଭ, 214 ମୃତ

ଦେଶରେ ଉପରମୁହାଁ ହେଲା କୋରୋନା ସଂକ୍ରମଣ । କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା ହଜାରେ ତଳେ ରହୁଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,183 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,183 fresh covid cases) ।

7-Terrorist Arrest: ହଣ୍ଡୱାରାରୁ ଆତଙ୍କୀ ଗିରଫ, ମାରଣାସ୍ତ୍ର ସହ ଗୁଳି ଜବତ

ଜାମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଜଣେ ସନ୍ଦିଗ୍ଧ ଆତଙ୍କୀଙ୍କୁ ଜମ୍ମୁ କାଶ୍ମୀରର ହଣ୍ଡୱାରାରୁ ଗିରଫ କରାଯାଇଛି । ଏହାସହ ବହୁ ମାରଣାସ୍ତ୍ର ଓ ଗୁଳି ଜବତ ମଧ୍ୟ କରାଯାଇଛି ।

8-ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଦିଲ୍ଲୀ-ଖଜୁରାହୋକୁ ଗଡ଼ିବ ବନ୍ଦେ ଭାରତ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି । ଛତ୍ରପୁର ଜିଲ୍ଲା ଏବଂ ଦିଲ୍ଲୀର ଖଜୁରାହୋକୁ ସଂଯୋଗ କରିବା ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ।

9-ପ୍ରଣବ ପଟ୍ଟନାୟକଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ

ଦ୍ବିତୀୟ ରୟାଲ ଷ୍ଟାଗ୍ ଓଡିଶା ମ୍ୟୁଜିକ୍ ଆଓ୍ବାର୍ଡ ୨୦୨୨ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ଉତ୍କଳ ଉତ୍କଳମଣ୍ଡପ । ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ ହେଲେ ପ୍ରଣବ ପଟ୍ଟନାୟକ ।

10-ଆସନ୍ତାବର୍ଷଠୁ ମହିଳା IPL, ଭାଗ ନେବେ 6 ଦଳ

କିଛି ଦିନ ତଳେ ମହିଳା ଆଇପିଏଲ ହେବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଥିଲା । ଖୁବଶୀଘ୍ର ମହିଳା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବା ନେଇ ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.