ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 16, 2022, 11:03 AM IST

1-ସୁଆଣ୍ଡୋରେ 5T ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନରେ 5T ସଚିବ । ଆଜି (ଶନିବାର) ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ ।

2-Odisha Corona Report: ଦିନକରେ ୧୦ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୧୨ରେ ପହଞ୍ଚିଛି ।

3-ଏକା ସଙ୍ଗେ ଆରପାରିକୁ ଚାଲିଗଲେ ମା' ପୁଅ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା' ଓ ପୁଅଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗାଁରେ ।

4-ରେଳ ଟ୍ରାକରୁ ଖସିଲା ପୁଡୁଚେରୀ ଏକ୍ସପ୍ରେସ, ଯାତ୍ରୀ ସୁରକ୍ଷିତ

ରେଳ ଟ୍ରାକରୁ ଖସିଲା ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି । ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ପକ୍ଷରୁ ସୂଚନା ।

5-କଥା ରଖିଲେ ମାନ: ଜୁଲାଇ ପହିଲାରୁ ମିଳିବ 300 ୟୁନିଟ୍‌ ମାଗଣା ବିଜୁଳି

ପଞ୍ଜାବରେ ଆପ ସରକାର ଗଠନର ଆଜି(ଶନିବାର) ମାସେ ପୁରିଛି । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ ଘୋଷଣା । ୨୦୨୨ ଜୁଲାଇ୧ରୁ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି(300 units of free electricity)।

6-ଆଜି ଆକାଶରେ ଏକାଠି ଦୃଶ୍ୟମାନ ହେବେ ସୂର୍ଯ୍ୟ-ଚନ୍ଦ୍ର

ଆକାଶରେ କେବେ ଏକାଠି ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି ତେବେ ଆଜି କନ୍ୟାକୁମାରୀରେ ଏହି ଆଲୌକିକ ଦୃଶ୍ୟ ଦେଖିପାରିବେ ଆପଣ ।

7-ଧରାପଡିଲା ମୋଷ୍ଟୱାଣ୍ଟେଡ ଗୋ-ମାଫିଆ ଆକବର, ମୁଣ୍ତ ଉପରେ ଥିଲା 2 ଲକ୍ଷର ପୁରସ୍କାର

ବନ୍ଧା ହେଲା ଗୋ ମାଫିଆ ଆକବର ବଞ୍ଜାରା । ମିରଟ ଏସଓଜି(SOG) ଓ ଫାଲାବାଡା ପୋଲିସ (falavada police)ର ମିଳିତ ଚଢାଉ କରି ତାକୁ ଗିରଫ କରାଯାଇଛି ।

8-ଟ୍ବିଟର ଅଧିଗ୍ରହଣ ପ୍ରସଙ୍ଗ: ମସ୍କଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କଲେ ସାଉଦୀ ପ୍ରିନ୍ସ

ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ଟ୍ବିଟରକୁ ୪୩ ବିଲିୟନ ଡଲାରରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ଦେଇ କିଣିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ମସ୍କଙ୍କର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାଉଦି ପ୍ରିନ୍ସ ଅଲଓ୍ବାଲିଦ ବିନ ତାଲାଲ ।

9-Russia Ukraine War: କିଭ ଗସ୍ତ କରିବାକୁ ପ୍ରସ୍ତୁତ ବାଇଡେନ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହି ଯୁଦ୍ଧ ପରିସ୍ଥିତି ସମୟରେ ଆଗାମୀ କିଛି ଦିନ ମଧ୍ୟରେ ୟୁକ୍ରେନ ଗସ୍ତ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

10-Lara Dutta Love Story: ପ୍ରଥମ ଦେଖାରେ ହିଁ ମିସ୍‌ ୟୁନିଭର୍ସଙ୍କ ପ୍ରେମରେ ପଡିଥିଲେ ଟେନିସ୍ ଖେଳାଳି

ଅଭିନେତ୍ରୀ ଲାରା ଦତ୍ତା 16 ଏପ୍ରିଲ 1978ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ, ଆମେ କହୁଛୁ ମହେଶ ଭୂପତିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କିପରି ହୋଇଥିଲା ଏବଂ କେମିତି ମିଶିଥିଲା ଦୁଇ ହୃଦୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.