ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 26, 2022, 9:03 AM IST

1.ଆଜି କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବେ ମଲ୍ଲିକାର୍ଜୁନ ଖଡ୍‌ଗେ

ଆଜି କଂଗ୍ରେସ ସଭାପତି ଭାବେ ଦାୟିତ୍ବ ନେବେ ମଲ୍ଲିକାର୍ଜୁନ ଖଡଗେ ।

2.Cyclone Sitrang: ବାଂଲାଦେଶରେ ସିତ୍ରାଙ୍ଗ ତାଣ୍ଡବ, ନେଲାଣି 35 ଜୀବନ

ବାଂଲାଦେଶରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ବାତ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 35 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି ।

3.Encounter In Nuapada: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଆପଡାର ପାଟଦରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ ।

4.Gujarat Assembly Election: ବିଜେପି ରଣନୀତି ପ୍ରସ୍ତୁତ, ଏହି ଆଧାରରେ ଲଢିବ ଦଳ

ଗୁଜୁରାଟରେ ଗତ 22 ବର୍ଷ ଧରି ଶାସକ ଭାରତୀୟ ଜନତା ପାର୍ଟି (Bharatiya Janata party) ଶାସନରେ ଅଛି । ନିର୍ବାଚନ ଉଭୟ କଂଗ୍ରେସ ଓ ଆମ ଆଦମୀ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ବିଜେପି ପାଇଁ ଏହା ଅନେକ ଗୁରୁତ୍ବ ରଖୁଛି ।

5.ମଧ୍ୟାହ୍ନରେ ଘରକୁ ଚମ୍ପଟ ମାରୁଥିଲେ ଡାକ୍ତର, ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ

ରୋଗୀ ସେବା କରିବା ପରିବର୍ତ୍ତେ ମଧ୍ୟାହ୍ନ ହେବା ମାତ୍ରେ ଘରକୁ ମାରୁଥିଲେ ଚମ୍ପଟ । ଆଉ ଉପସ୍ଥାନ ଲାଗି ବ୍ୟବହାର କରୁଥିଲେ ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟ । ଏଭଳି ଠକ କାର୍ଯ୍ୟ ଆପଣାଇଥିବା ଆନ୍ଧ୍ରପ୍ରଦେଶର ୨ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।

6.Sunak as UK PM: ଋଷିଙ୍କୁ ବାଲୁକାକଳାରେ ଶୁଭେଚ୍ଛା

ଭାରତୀୟ ବଂଶୋଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି (Rishi Sunak takes charge as UK PM) । ସୁନକ ୟୁକେ ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଦିଗରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

7.ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠୁ ଅଧିକ ଋଷି ଓ ଅକ୍ଷତାଙ୍କ ସମ୍ପତ୍ତି

ଇମ୍ଫୋଟେକ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି ସୁନକ । ତେବେ ଏହି ଦମ୍ପତ୍ତିଙ୍କ ସମ୍ପତ୍ତି ମିଶାଇଲେ ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲ୍‌ସ ତୃତୀୟଙ୍କଠାରୁ ଅଧିକ ହେବ ।

8.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

9.ସିଡନୀରେ ଅସନ୍ତୁଷ୍ଟ ଟିମ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ ପାଇଁ ମନା କଲା ଦଳ

ସିଡନୀରେ ମୁକାବିଲା ପୂର୍ବରୁ ଅସନ୍ତୁଷ୍ଟ ଭାରତୀୟ ଦଳ । ଦିଆଯାଇଥିବା ଖାଦ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଇବାରେ କେବଳ ସାଣ୍ଡୱିଚ୍ ଦିଆଯାଇଥିଲା ତାହା ପୁଣି ଥଣ୍ଡା । ନେଟ୍‌ ପ୍ରାକ୍ଟିସ ପାଇଁ ଟିମ ମନା କରିଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

10.IND vs PAK: ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, କହିଲେ ଏବେ ଦୀପାବଳି ଆରମ୍ଭ

ଶାହରୁଖ ଖାନ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ଟିମ୍ ଇଣ୍ଡିଆର ବିଜୟରେ ଖୁସି ବ୍ୟକ୍ତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.