ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 24, 2022, 8:59 AM IST

1.CYCLONE UPDATE: 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା !

ଆଗାମୀ 12 ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ସି-ତ୍ରାଙ୍ଗ । ସାଗର ଦୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ 500 କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ।

2.ଆଜି ଆଲୋକର ପର୍ବ ଦୀପାବଳି, ଦୀପରେ ଝଲସିବ ପୁରପଲ୍ଲୀ

ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏହା ଏକ ପ୍ରମୁଖ ପର୍ବ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ ।

3.World Polio Day 2022: ଜନ୍ମରୁ 5 ବର୍ଷ ପ୍ରତି ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ

ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର 24ରେ ବିଶ୍ବ ପୋଲିଓ ଦିବସ(World Polio Day) ପାଳନ କରାଯାଉଛି । ତେକେ କିପରି ଏହାର ଲକ୍ଷଣ ବାବଦରେ ଜାଣିବେ ଏବଂ ନିରାକରଣ କରିବେ ଜାଣନ୍ତୁ ।

4.ଭିଜିଲାନ୍ସ ଜାଲରେ କୋଟଗଡ IIC, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କାଙ୍କ ଗାଡିରୁ ବାହାରିଲା ୧ ଲକ୍ଷ ୮୦ ହଜାର ଟଙ୍କା । ଘରୋଇ ଗାଡ଼ିରେ ଯାଉଥିବା ବେଳେ ବାଲିଗୁଡ଼ାରେ ଚଢ଼ାଉ କଲା ଫୁଲବାଣୀର ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଏନେଇ ଅଧିକ ତଦନ୍ତ କରୁଛି ସ୍ଵତନ୍ତ୍ର ଭିଜିଲାନ୍ସ ଟିମ ।

5.TMC ନେତାଙ୍କ ଅଜବ ଯୁକ୍ତି: ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ କରୁଛି ବିରିୟାନୀ, ଦୋକାନ ବନ୍ଦ ଦାବି

ବିରିୟାନୀ ଦୋକାନ ବିରୁଦ୍ଧରେ ଟିଏମସି ନେତାଙ୍କ ସାଙ୍ଘାତିକ ଅଭିଯୋଗ । ବିରିୟାନୀ ଖାଇବା ଦ୍ବାରା ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ହେଉଥିବା ନେଇ ଆଣିଲେ ଅଭିଯୋଗ ।

6.ବାଲୁକା କଳାରେ ଦୀପାବଳିର ଶୁଭେଚ୍ଛା, ୪ହଜାରେ ଦୀପରେ ଶୋଭା ପାଉଛନ୍ତି ମା କାଳୀ

ଆଲୋକର ପର୍ବ ଦୀପାବଳିରେ ଉତ୍ସବମୁଖର ପୁରଠୁ ପଲ୍ଲୀ । ଏହି ଅବସରରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

7.ସୂର୍ଯ୍ୟପରାଗ: ମା' ଶାରଳା ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ

ସୂର୍ଯ୍ୟପରାଗ ଆସନ୍ତା ୨୫ ତାରିଖରେ ଥିବାରୁ ଆସନ୍ତାକାଲି (ସୋମବାର) ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ କାଳୀ ପୂଜା ଅନୁଷ୍ଠିତ ହେବ ।

8.Deepotsav celebrations: ଗିନିଜ ଓ୍ବାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ଗ୍ରହଣ କଲେ ଯୋଗୀ

ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଅଯୋଧ୍ୟା ଦୀପୋତ୍ସବ(Deepotsav celebrations in UP) । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାମଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଏକକାଳୀନ ପ୍ରଜ୍ଜଳିତ ହେଲା ୧୫ ଲକ୍ଷରୁ ଅଧିକ ମାଟି ଦୀପ ।

9.ଭାରତର ରୋମାଞ୍ଚକର ବିଜୟ, ଖୁସିରେ ନାଚିଲେ ଗାଭାସ୍କର

ମେଲବର୍ଣ୍ଣରେ ବିରାଟ ବିଜୟ । ମ୍ୟାଚ ଜିତିବା ପରେ ସବୁଠି ସେଲିବ୍ରେସନର ମାହୋଲ ଦେଖାଦେଇଥିଲା । ଏହି ସମୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଷ୍ଟାଡିୟମରେ ଉତଫୁଲ୍ଲିତ ହୋଇ ନାଚୁଥିବାର ନଜର ଆସିଥିଲେ ।

10.ବିରାଟ ବିଜୟ ପରେ ଭାବୁକ ହେଲେ ପତ୍ନୀ ଅନୁଷ୍କା, ଲେଖିଲେ ଭାବବିହ୍ବଳ ପୋଷ୍ଟ

ମେଲବର୍ଣ୍ଣରେ ବିରାଟ ବିଜୟ । ବିରାଟ କୋହଲିଙ୍କ ଲଢୁଆ ୮୨ ରନର ଇନିଂସ ବଳରେ ଭାରତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି । ଏହାରି ଭିତରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.