ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 23, 2022, 9:00 AM IST

1. ଆଜି ଅଯୋଧ୍ୟାରେ ଦୀପ ମହୋତ୍ସବରେ ଯୋଗ ଦେବେ ମୋଦି

ଦୀପାବଳି ପୂର୍ବରୁ ରାମନଗରୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଅଯୋଧ୍ୟାରେ ଆୟୋଜିତ ଦୀପାବଳି ଉତ୍ସବ ସମାରୋହରେ ସାମିଲ ହେବେ ।

2. ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ଇତିହାସ ରଚିଲା ଇସ୍ରୋ । ଇସ୍ରୋର ସବୁଠୁ ଓଜନିଆ ରକେଟ 'LVM-3' ସହାୟତାରେ 36ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି ।

3. Arunachal Chopper Crash: ୧୨ବର୍ଷରେ ୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଯାଇଛି ୬୨ ଜୀବନ

ଗତ (ଅକ୍ଟୋବର ୨୧)ରେ ଅରୁଣାଚଳପ୍ରଦେଶ ଇଟ୍ଟାନଗରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ୨୦୧୦ରୁ ୨୦୨୨ ମଧ୍ୟରେ ପ୍ରାୟ ୮ଟି ସେନା ହେଲିକପ୍ଟର ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଯାଇଛି ୬୨ ଜଣଙ୍କ ଜୀବନ । ଆସନ୍ତୁ ଜାଣିବା କେବେ ହେଲିକପ୍ଟର ଗୁଡ଼ିକ ଦୁର୍ଘଟଣାର ଶିକାର ହୋଇଛି ?

4. ETV Bharat Impact: ଦୀପାବଳିରେ ହସିଲା UPର ଉପାନ୍ତ ଗାଁ, ପ୍ରଥମ ଥର ଆଲୁଅରେ ପାଳିବ ଆଲୋକର ପର୍ବ

ସ୍ୱାଧୀନତା ପରଠାରୁ ଗ୍ରାମରେ ନଥିଲା ବିଦ୍ୟୁତ୍‌ ଯୋଗାଣ (first time diwali in etah nagla tulai)। ଇଟିଭି ଭାରତରେ ଗତବର୍ଷ ହୋଇଥିଲା ଖବର ପ୍ରସାରଣ । ବର୍ଷେ ଭିତରେ କାମ ଶେଷ କଲା ପ୍ରଶାସନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୁଳି ଆଲୋକରେ ଦିପାବଳୀ ପାଳବେ ଗ୍ରାମବାସୀ ।

5. ବିଜେପିର ନିଆରା ସତ୍ୟାଗ୍ରହ: ନବୀନଙ୍କ ନାଁରେ ଗୀତ ଗାଇଲେ, ମାଦଳ-ମୃଦଙ୍ଗ ବଜାଇଲେ

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ବିଜେଡି ନେତାଙ୍କ ସମ୍ପୃକ୍ତି ନେଇ ବିଜେପିର ସତ୍ୟାଗ୍ରହ । ବିଜେଡି ନେତାଙ୍କ ନାମକୁ ଯୋଡି ଗୀତ ଗାଇଲେ ବିଜେପି ନେତା ।

6. PDS ଚାଉଳ ହଡ଼ପ ! ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ

କଳାହାଣ୍ଡି ତରାପୁର ପଞ୍ଚାୟତ ଅଧିକାରୀ PDS ଚାଉଳ ହଡପ କରିଥିବା ଅଭିଯୋଗ । ଏନେଇ ଉତ୍ତ୍ୟକ୍ତ ହିତାଧିକାରୀ ଧର୍ମଗଡ ଯୋଗାଣ ନିରୀକ୍ଷକ ଏବଂ ତାରାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଚାରି ଘଣ୍ଟା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ବନ୍ଦ କରିଥିଲେ ।

7. ରେଳପଥ ନିର୍ମାଣ ତ୍ବରାନ୍ବିତ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଆଲୋଚନା

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।

8. ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

କନ୍ଧମାଳରେ ଶୌଚ ପାଇଁ ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଜଣଙ୍କୁ ଗିରଫ କଲା ପୋଲିସ ।

9. UK PM Race: ବୋରିସ ଜନସନଙ୍କ ସମର୍ଥନରେ ପ୍ରୀତି ପଟେଲ

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ବୋରିସ ଜନସନ ଓ ଋଷି ସୁନକ । ଜନସନକୁ ସମର୍ଥନ ଜଣାଇଲେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ ।

10. Diwali Celebration: ବିଦେଶର ଆଲୋକର ପର୍ବ ଦୀପାବଳି, ଜାଣନ୍ତୁ କେଉଁଠି ହୁଏ ପାଳନ

ପାଳିତ ହେବାକୁ ଯାଇଛି ଆଲୋକର ପର୍ବ ଦୀପାବଳି । ଦୀପର ଉଜ୍ଜ୍ବଳ ଆଲୋକରେ ଆଲୋକିତ ହେବ ଅମାବାସ୍ୟା ରାତି । ଏଥିଲାଗି ଚାରିଆଡ଼େ ଉତ୍ସବର ମାହୋଲ । ତେବେ ଭାରତର ଏହି ପରମ୍ପରା କେବଳ ଏଠାରେ ସୀମିତ ନାହିଁ, ଏହା ଧୀରେ ଧୀରେ ବିଦେଶରେ ପହଞ୍ଚିବା ସହ ସେମାନଙ୍କୁ ଭାରତୀୟ ପର୍ବ ପ୍ରତି ଆକୃଷ୍ଟ କରିଛି । ତେବେ ଆସନ୍ତୁ ଜାଣିବା ବିଦେଶରେ କେଉଁଠି, କିପରି ଓ କାହିଁକି ଦୀପାବଳି ଉତ୍ସବ ପାଳନ କରାଯାଏ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.