ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 21, 2022, 9:05 AM IST

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଅର୍ଚ୍ଚନାଙ୍କ କଥା ପଚାରିବାରୁ ମୁହଁ ବୁଲାଇ ଦେଲେ ପୋଲିସ କମିଶନର

ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କୁ ନେଇ ଥମୁନି ଚର୍ଚ୍ଚା । ବଡବଡିଆ ବାବୁ, ରାଜନେତା ଓ ବ୍ୟବସାୟୀଙ୍କୁ ହନିଟ୍ରିପରେ ଫସାଇ କୋଟି କୋଟି ଟଙ୍କା ହଡପ କରିଥିବା ଅର୍ଚ୍ଚନା ଏବେ ଜେଲ୍‌ରେ

2.ଦୁଇ ବାଇକ ମୁହାଁମୁହିଁ ଧକ୍କା, ଲିଭିଗଲା 3 ଜୀବନ ଦୀପ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଘଷିପଡା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ।

3.ଭୂସ୍ବର୍ଗରେ ବର୍ଷର ପ୍ରଥମ ତୁଷାରପାତ, ହିମ ଚାଦରରେ ଢାଙ୍କି ହେଲା କାଶ୍ମୀର

ଉତ୍ତର କାଶ୍ମୀରର ଗୁଲମର୍ଗ ଧଳା ଚାଦରରେ ଢାଙ୍କି ହୋଇଛି । ଏଠାରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ କାଶ୍ମୀର ଶୋଭା ଦ୍ବିଗୁଣିତ ହୋଇଛି । କାଶ୍ମୀରର ଅନେକ ଜିଲ୍ଲାରେ ଋତୁର ପ୍ରଥମ ତୁଷାରପାତ ହୋଇଛି ।

4.CM Yogi Meets Bhagwat: ଜନସଂଖ୍ୟା ପ୍ରସଙ୍ଗ ଆଲୋଚନା ହୋଇଥିବା ଚର୍ଚ୍ଚା

ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂତ୍ରରୁ ସୂଚନା (Uttar Pradesh Chief Minister Yogi Adityanath )। କିଛି ଦିନ ତଳେ ଜନସଂଖ୍ୟା ପ୍ରସଙ୍ଗ ଉଠାଇଥିଲେ ସଂଘ ମୁଖ୍ୟ ମୋହନ ଭାଗବତ ।

5.ISIକୁ ଗୁପ୍ତ ତଥ୍ୟ ଦେଉଥିଲେ ଯବାନ, ମାମଲା ରୁଜୁ

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଭାରତର ଗୁପ୍ତ ସୂଚନା ଦେଉଥିଲେ ଆର୍ମି ଯବାନ । ଅଭିଯୁକ୍ତ ଯବାନଙ୍କ ବିରୁଦ୍ଧରେ ମାମଲା ରୁଜୁ ।

6.NASA's James Webb Telescope ପଠାଇଲା ପିଲରସ୍ ଅଫ୍ କ୍ରିଏସନ୍‌ର ମନଲୋଭା ଫଟୋ

'ପିଲରସ୍ ଅଫ୍ କ୍ରିଏସନ୍'ର ସର୍ବୋତ୍ତମ ଚିତ୍ର ପଠାଇଲା ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb takes star filled portrait of Pillars of Creation) ।

7.Governor meets to president: ରାଷ୍ଟ୍ରପତିଙ୍କୁ ଭେଟିଲେ ରାଜ୍ୟପାଳ

ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Governor paid a courtesy call to President Droupadi Murmu) । ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା ସୂଚନା ।

8.ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ । ରାଜଧାନୀରେ ଚାଲିଥିଲା ବେଆଇନ ବାଣ ବିକ୍ରି । ଖବର ପାଇ ଚଢ଼ାଉ କଲା କ୍ୟାପିଟାଲ ଥାନା ପୋଲିସ । ବିପୁଳ ପରିମାଣର ବେଆଇନ ବାଣ ଜବତ ।

9.ଭାରତୀୟ ଦଳର ପାକ୍ ଗସ୍ତ ନେଇ ନିଷ୍ପତ୍ତି ନେବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: କେନ୍ଦ୍ର କ୍ରୀଡାମନ୍ତ୍ରୀ

ପାକିସ୍ତାନରେ ହେବାକୁ ଥିବା 2023 ଏସିଆ କପକୁ ନେଇ ଭାରତୀୟ ଦଳର ପାକ ଗସ୍ତକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନିଷ୍ପତ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

10.DDLJକୁ ପୂରିଲା 27 ବର୍ଷ, ଫ୍ୟାନ୍ସ ଆଜି ବି ଭୁଲି ନାହାନ୍ତି ଶାହାରୁଖ-କାଜଲଙ୍କ ରୋମାନ୍ସ

ଶାହରୁଖ ଖାନ ଏବଂ କାଜଲଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ’ 20 ଅକ୍ଟୋବରରେ 27 ବର୍ଷ ପୂରଣ କରିଛି । ଏହି ଚଳଚ୍ଚିତ୍ରଟି 20 ଅକ୍ଟୋବର 1995 ରେ ମୁକ୍ତିଲାଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.