ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 19, 2022, 9:05 AM IST

1. Congress presidential election: କିଏ ହେବ କଂଗ୍ରେସ ହାଇକମାଣ୍ଡ ? ଆଜି ଫଳାଫଳ

ଆଜି କଂଗ୍ରେସ ସଭାପତି ନିର୍ବାଚନ ଭୋଟ ଗଣତି । କିଏ ହେବ କଂଗ୍ରେସ ହାଇକମାଣ୍ଡ ତାହା ଜଣାପଡିବ ।

2. ଆଜି ଜାତୀୟ କ୍ରେଡିଟ ଫ୍ରେମୱାର୍କ ସାର୍ବଜନୀନ ଆଲୋଚନା

କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଜାତୀୟ କ୍ରେଡିଟ ଫ୍ରେମୱାର୍କ (National Credit Framework) ପ୍ରସ୍ତୁତ କରୁଥିବା କମିଟି ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

3. କାଶ୍ମୀରରେ ଶ୍ରମିକଙ୍କୁ ହତ୍ୟା ଘଟଣା, ଜଣେ ହାଇବ୍ରିଡ ଆତଙ୍କୀ ସଫା

ପୋଲିସ ଓ ସୁରକ୍ଷାବାହିନୀକୁ ସଫଳତା । କାଶ୍ମୀରରେ ଶ୍ରମିକଙ୍କୁ ହତ୍ୟା ଘଟଣାର କିଛି ଘଣ୍ଟା ପରେ ଜଣେ ଆତଙ୍କୀକୁ ସଫା କରିଛି ପୋଲିସ ଓ ସୁରକ୍ଷାବାହିନୀ ।

4. ରାଜଧାନୀରେ ଛାତିଥରା ଘଟଣା, ବର୍ଷକର ଶିଶୁକୁ ଝୁଣି ଖାଇଲେ ବୁଲା କୁକୁର

ଦିଲ୍ଲୀରେ ବର୍ଷକର ଛୁଆକୁ ଝୁଣି ଖାଇଲେ ବୁଲା କୁକୁର । ହସ୍ପିଟାଲରେ ଆଖି ବୁଜିଲା ଶିଶୁ ।

5. ସାଂସଦଙ୍କଠୁ ଚ୍ୟାଲେଞ୍ଜ ହାରିଗଲେ ଗଡକରୀ, ଗଣିଲେ ଏତିକି କୋଟି

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଦେଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ମଧ୍ୟ ପ୍ରଦେଶର ଉଜ୍ଜୈନ ସାଂସଦ ଅନିଲ ଫିରୋଜିଆ (Nitin Gadkari challenge Ujjain BJP MP)। ପ୍ରତିଶୃତି ପୂରଣ କରିଥିବାରୁ ରାଜମାର୍ଗ ପାଇଁ ଅର୍ଥ ମଞ୍ଜୁର କଲେ ଗଡକରୀ ।

6. ହଜିଗଲା ମାନବିକତା: ଅସହାୟ ବୃଦ୍ଧାଙ୍କୁ ମିଳିଲାନି କାନ୍ଧ, ମୃତଦେହକୁ ଝୁଣି ଖାଇଲେ ବୁଲା କୁକୁର

କର୍ଣ୍ଣାଟକର ଦେବମନ୍ନାଗୁଡିରେ ଅଭାବନୀୟ ଘଟଣା । ମୃତ୍ୟୁ ପରେ ହୋଇପାରିଲାନି ଅସହାୟ ବୃଦ୍ଧାଙ୍କ ଶେଷକୃତ୍ୟ (stray dogs eaten body of a dead old woman) । ମୃତଦେହକୁ ଝୁଣି ଖାଇଗଲେ ବୁଲା କୁକୁର ପଲ ।

7. IOCL ସମ୍ମୁଖରେ କଳା ପତାକା ପ୍ରଦର୍ଶନ ସହ ଶ୍ରମିକଙ୍କ ଧାରଣା

ପାରାଦ୍ଵୀପ ତୈଳ ବିଶୋଧନାଗାର (Indian Oil Corporation Ltd) ସମ୍ମୁଖରେ ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ପ୍ରତିବାଦ କରାଯାଇଛି । ୯ ଦଫା ସମ୍ବଳିତ ଦାବିକୁ ନେଇ ୩ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ହାତରେ ପ୍ଲାକାର୍ଡ, କଳା ପତାକା ଧରି ନାରାବାଜି ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

8. ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ଖୋଲିଲା ୨୪ ଘଣ୍ଟିଆ ଚିକିତ୍ସା କେନ୍ଦ୍ର

ପୁରୀ ସରକାରୀ ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଚଳିତ ବର୍ଷ ଏଠାରେ ୩ ହଜାର ହବିଷ୍ୟାଳି ରହୁଥିବାବେଳେ ସେମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

9. କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ନାବାଳକ ସମେତ 3 ଗିରଫ

କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହୁଲଡିହା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା । ଡାହାଣୀ ସନ୍ଦେହରେ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତମାନେ ପୋଲିସ ପାଖରେ ସ୍ବୀକାର କରିଛନ୍ତି ।

10. Interpol General Assembly: ୯୦ ତମ ସାଧାରଣ ପରିଷଦକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଟରପୋଲ (Interpol ) ର ୯୦ ତମ ସାଧାରଣ ପରିଷଦ (Interpol General Assembly) କୁ ସମ୍ବୋଧିତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.