ETV Bharat / bharat

TOP NEWS 9 PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 PM
ବର୍ତ୍ତମାନର ବଡ଼ ଖବର
author img

By

Published : Aug 30, 2022, 9:21 PM IST

1.ନୂଆଁଖାଇ ଦିନ ସମଲେଶ୍ବରୀଙ୍କ ପୂଜାରେ ହୁଏ ବ୍ୟତିକ୍ରମ !

ଦିନକ ପରେ ନୂଆଁଖାଇ । ଆଉ ମାତ୍ର ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପାରମ୍ପରିକ ରୀତିନୀତି ଅନୁଯାୟୀ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଅର୍ପଣ କରାଯାଏ । ତେବେ ନୂଆଁଖାଇ ଦିନ ସମଲେଶ୍ବରୀଙ୍କ ପୂଜାରେ ହୁଏ ବ୍ୟତିକ୍ରମ

2.ଦିନକ ପରେ ନୂଆଁଖାଇ, ପୁରପଲ୍ଲୀରେ ଚାଲିଛି ସଜବାଜ

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ନୂଆ ଧାନରେ ଚୁଡା, ଚୁନା ଓ ଖଇ ପ୍ରସ୍ତୁତିରେ ଲାଗି ପଡିଛନ୍ତି ମହିଳା । ଘରେ ଘରେ ଚାଲିଛି ଲିପା ପୋଛା । ବଜାରରୁ ନୂଆ ହାଣ୍ଡି ମାଠିଆ, ନୂଆ ଧାନ, ନୂଆ ଲୁଗାପଟା କିଣୁଛନ୍ତି ଲୋକେ ।

3.ଶାଶୁଘର ଛାଡ଼ିବେ ବର୍ଷା, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ଅନୁଭବଙ୍କ ଘର ଛାଡ଼ିବେ ବର୍ଷା । ଆସନ୍ତା ସେପ୍ଚେମ୍ବର ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାନେଇ କୋର୍ଟଙ୍କ ନିର୍ଦ୍ଦେଶ ।

4.ଆନ୍ନାଙ୍କ ଚିଠିକୁ କାଉଣ୍ଟର କଲେ କେଜ୍ରିଓ୍ୱାଲ, କହିଲେ ସବୁ ବିଜେପିର ଷଡଯନ୍ତ୍ର

ଆନ୍ନାଙ୍କ ଚିଠି ପ୍ରସଙ୍ଗରେ ବିଜେପିର ଭୂମିକା ଥିବା କେଜ୍ରିଓ୍ବାଲଙ୍କ ଅଭିଯୋଗ (Kejriwal claims on Anna Hazare letter )। ଆନ୍ନାଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ତାଙ୍କୁ ଟାର୍ଗେଟ କରୁଛି ବୋଲି କହିଲେ ।

5.ଗୁଲାମ ନବୀଙ୍କୁ ଭେଟିଲେ 3 G-23 ନେତା, ସେପ୍ଟେମ୍ବର 4ରେ ଜମ୍ମୁରେ ବଡ ବୈଠକ

କଂଗ୍ରେସରୁ ଇସ୍ତଫା ପରେ ବଢୁଛି ଆଜାଦଙ୍କ ପାଇଁ ସମର୍ଥନ (Ghulam Nabi Azad)। ଗୁଲାମନବୀ ଆଜାଦଙ୍କୁ ଭେଟିଲେ 3 ଜି- 23 ନେତା ପୃଥବୀରାଜ ଚୌହାନ, ଭୁପିନ୍ଦର ହୁଡା ଓ ଆନନ୍ଦ ଶର୍ମା

6.Etv Bharat ରେ ଜର୍ମାନ ରାଷ୍ଟ୍ରଦୂତ, କହିଲେ ଅରୁଣାଚଳ ପ୍ରଦେଶ ନେଇ ଚୀନର ଦାବି ଆପତ୍ତିଜନକ

ଚୀନ ଅରୁଣାଚଳ ପ୍ରଦେଶକୁ ତାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ଲଜ୍ଜାଜନକ ବୋଲି କହିଛନ୍ତି ଭାରତରେ ଜର୍ମାନୀର ନୂତନ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଫିଲିପ ଆକ୍ରେମାନ

7.ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି । ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ଡିଏସ୍‌ପି ଇନ୍‌ଚାର୍ଜ ଅଭିନବ ଡାଳୁଆ । କୋଇଲା ଟ୍ରକ ଛାଡ଼ିବା ପାଇଁ ଡ୍ରାଇଭରଙ୍କୁ ମାଗୁଥିଲେ ୩୦ ହଜାର ।

8.Shopian encounter: ଦୁଇ ଆତଙ୍କୀ ନିପାତ, ଏବେ ବି ଅପରେସନ ଜାରି

ସୋପିଆନରେ ଜାରି ରହିଥିବା ଏନକାଉଣ୍ଟର (Shopian encounter) ରେ ସୁରକ୍ଷାବଳକୁ ସଫଳତା । ଦୁଇ ଆତଙ୍କୀ ନିପାତ ସୂଚନାକୁ ସ୍ପଷ୍ଟ କଲା କାଶ୍ମୀର ପୋଲିସ । ଏବେ ମଧ୍ୟ ଏନକାଉଣ୍ଟର ଜାରି ।

9.ଜୁନିଅର ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଓଡିଆ ପୁଅ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଞ୍ଚାଳି ଗ୍ରାମର ମାନସ ଖାରା ଅନ୍ତର୍ଜାତୀୟ ଜୁନିଅର ଟି20 କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ।

10.ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ

ଆମର ମ୍ୟୁଜିକ ଓ ନବୀନ ଭଣ୍ଡାରୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ତୃଷ୍ଣାର ଅଡିଓ ରିଲିଜ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.