ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 3, 2022, 8:57 AM IST

1-ଆଜି ଠାରୁ ସ୍ପେଶାଲ ଓଜେଇଇ, ରାଜ୍ୟରେ 28 ଟି ସହରରେ ହେବ ପରୀକ୍ଷା
ଆଜିଠାରୁ ଆରମ୍ଭ ହେଉଛି ଦ୍ବିତୀୟ ବା ସ୍ପେଶାଲ ଓଜେଇଇ (Odisha Joint Entrance Examination) ପରୀକ୍ଷା ।

2-ବିକାଶର ଅସଲ ଚିତ୍ର: ରାସ୍ତା ନଥିବାରୁ ହଣ୍ଡା ଭିତରେ ନଦୀ ପାର୍ ହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ହଣ୍ଡା ଭିତରେ ନଦୀ ପାର୍ ହେଲେ ୯ ମାସର ଗର୍ଭବତୀ । କନ୍ଧମାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଏହି ଦାରୁଣ ଚିତ୍ର ।

3-ବିଏସ୍ଏଫ୍ ଦ୍ଵାରା Run Up To Teachers Day ଆୟୋଜିତ

କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍କୁଲରେ ୭୫ ତମ ସ୍ବାଧିନତା ଦିବସ ପାଳନ ଅବସରରେ “ରନ୍ ଅପ୍ ଟୁ ଟିଚର୍ସ ଡ଼େ” କାର୍ଯ୍ୟକ୍ରମ (run up to teachers day ) ଆୟୋଜିତ । ସୀମା ସୁରକ୍ଷା ବଳ (BSF) ଦ୍ବାରା ଏହା ଆୟୋଜିତ ହୋଇଥିଲା ।

4-ସରିଲା ନୂଆଁଖାଇ,ଆରମ୍ଭ ହେଲା ବନ୍ଧୁ ମିଳନ ଓ ଛାଡଖାଇ ପର୍ବ

ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଗୁରୁବାର ଆନନ୍ଦ ଉଲ୍ଲାସର ସହିତ ନୂଆଖାଇ ପର୍ବ ପାଳନ ହୋଇଥିବା ବେଳେ ଶୁକ୍ରବାର ଠାରୁ ନୂଆଁଖାଇ ଭେଟଘାଟ ସହିତ ବନ୍ଧୁ ମିଳନ ଓ ଛାଡଖାଇ ଆରମ୍ଭ ହୋଇଛି ।

5-ବିଜେପିରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ମଣିପୁରରେ ନୀତିଶ କୁମାରଙ୍କୁ ବଡ ଝଟ୍‌କା । ବିଜେପିରେ ମିଶିଲେ ମଣିପୁରର ୫ ଜଣ ଜେଡିୟୁ ବିଧାୟକ ।

6-ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ବିମାନ ବନ୍ଦରରେ ସ୍ବାଗତ କଲେ ଦଳୀୟ ନେତା ।

7-ପିଶାଚୀ ମାଆ, ପୁତ୍ର ସନ୍ତାନ ନହେବାରୁ ୩ ଝିଅଙ୍କୁ ବିଷ ଦେଇ କଲା ହତ୍ୟା

ବିହାରର ବକ୍ସର ଅଞ୍ଚଳରେ ଘଟିଛି ଏକ ଅମାନବୀୟ ଘଟଣା । ପୁତ୍ର ସନ୍ତାନ ଜନ୍ମ ନହେବାରୁ ଜଣେ ମାଆ ନିଜ ୩ ପୁତ୍ରୀ ସନ୍ତାନକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି (a women killed Three daughters)।

8-ଅନ୍ୟମାନଙ୍କ ପାଇଁ ପ୍ରେରଣା, ହାତଗୋଡ ନଥାଇ ବି ସଂଘର୍ଷ କରୁଛନ୍ତି ଛାତ୍ର

ହାତ ନାହିଁ କି ଗୋଡ଼ ନାହିଁ । ତଥାପି ସଂଘର୍ଷ ଜାରି ରହିଛି । ନିଜ ଖାଉଛନ୍ତି ନିଜେ ସ୍କୁଲ୍‌ ଆସୁଛନ୍ତି (specially abled student became inspiration) । ଜୀବନରେ ସମସ୍ୟାର ସମ୍ଭାର ଥିବା ନେଇ ସବୁବେଳେ ଅଭିଯୋଗ କରୁଥିବା ଲୋକଙ୍କ ପାଇଁ ଏହି ଛାତ୍ର ଜଣକ ପ୍ରେରଣା ନିଶ୍ଚିତ ।

9-ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଫିଲ୍ମ ରାତି ସରି ସରି ଯାଉଛି ମନୋନୀତ

ଓଡ଼ିଆ ସିନେମା ରାତି ସରି ସରି ଯାଉଛି film Raati Sari Sari Jauchi ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ୮ଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏନେଇ ନିର୍ମାତା ଅନୁପମ ପଟ୍ଟନାୟକ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି ।

10-ଆଲିବାଗରେ ତିଆରି ହେବ ବିରୁଷ୍କାଙ୍କ ଫାର୍ମହାଉସ୍‌, 19 କୋଟି ଦେଇ କିଣିଲେ ଜମି !

ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇର ଏକ ଫାର୍ମହାଉସ ପାଇଁ କୋଟି କୋଟି ଟଙ୍କାର ଜମି କିଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.