ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 2, 2022, 9:02 AM IST

1-Subashree Death Case: କଲ ହିଷ୍ଟ୍ରିରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସ୍କାନରରେ ନୟାଗଡ ଯୁବକ

ଶାସ୍ତ୍ରୀନଗର ଅଞ୍ଚଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା । ସିଡିଆର ରିପୋର୍ଟ ପରେ ନୟାଗଡର ଯୁବକଙ୍କୁ ଅଟକ ରଖିଲା ପୋଲିସ ।

2-ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ

ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ବ୍ରହ୍ମପୁରର ମୃତ ନେତ୍ରୀ ମିନାକ୍ଷୀ ମିଶ୍ର । ବିଜେପି କହିଲା ହାସ୍ୟାସ୍ପଦ ।

3-ସ୍ବାୟତ୍ତ ଶାସନ ଦିବସ ଅବସରରେ BMCର ମାରାଥନ ଉଦଘାଟନ ଓ ଶିଳାନ୍ୟାସ

ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ରାଜଧାନୀବାସୀଙ୍କୁ ଭେଟି ଦେଇଛି ବିଏମସି । ଏନେଇ ବିଭିନ୍ନ ଓ୍ବାର୍ଡରେ ଚାଲିଛି ମାରାଥନ ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ ।

4-Fingerprint surgery Gang Busted: ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ

ହାଇଦ୍ରାବାଦ ଧରାପଡିଲା ଫିଙ୍ଗର ପ୍ରିଣ୍ଟ ସର୍ଜରୀ ଗ୍ୟାଙ୍ଗ (Finger print Surgery gang arrested)। ଏକାଧିକ ସରଞ୍ଜାମ ସହ 4 ଗିରଫ । ସର୍ଜରୀ ପରେ ନକଲି ପ୍ରମାଣପତ୍ରରେ କୁଏତ ଯାଉଥିଲେ ଦାଗି ଶ୍ରମିକ । ପୋଲିସ ଖୋଲିଲା ଗୁମର ।

5-Sexual Assault Case: ଶ୍ରୀ ମୁରୁଘା ମଠ ମହନ୍ତ ଶିବମୂର୍ତ୍ତି ମୁରୁଘା ଶରଣାରୁ ଗିରଫ

ଯୌନ ନିର୍ଯାତନା ଅଭିଯୋଗରେ ଚିତ୍ରଦୁର୍ଗ ଜିଲ୍ଲାର ଶ୍ରୀ ମୁରୁଘା ମଠ ମହନ୍ତ ଶିବମୂର୍ତ୍ତି ମୁରୁଘା ଶରଣାରୁ ଗିରଫ ।

6-ଗଣେଶଙ୍କ ଆବାହନ ନେଇ ରହିଛି ସ୍ବତନ୍ତ୍ର ବିଧି, ବିଶେଷ ସାମଗ୍ରୀ ସହ ପୂଜା ପାଆନ୍ତି ଗଜାନନ

ଶେଷ ଅମୃତ ବା ମାହେନ୍ଦ୍ର ବେଳାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ବିଧି ରହିଛି(Ganesh Chaturthi 2022 ) । ଲମ୍ବୋଦରଙ୍କ ପୂଜା ପାଇଁ କେତେକ ବିଶେଷ ସାମଗ୍ରୀର ମଧ୍ୟ ଆବଶ୍ୟକ ରହିଥାଏ ।

7-ଆଜି ନୌସେନାରେ ସାମିଲ ହେବ INS ବିକ୍ରାନ୍ତ

ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi in Kerala)। ଆଜି କୋଚିରେ INS ବିକ୍ରାନ୍ତ ନୌସେନାରେ ସାମିଲ ହେବ । ଏହାପରେ କର୍ଣ୍ଣାଟକର ମାଙ୍ଗାଲୋରକୁ କରିବେ ଗସ୍ତ ମୋଦି ।

8-ମିଶନ ମଙ୍ଗଳରେ ମିଳିଲା Patchyର ସନ୍ଧାନ

ୟୁନାଇଟେଡ ଆରବ ଏମିରେଟ୍ସର ମାର୍ସ ମିଶନ୍ United Arab Emirates Mars Mission, EMM) ଏବଂ ନାସାର MAVEN ଅନୁସନ୍ଧାନରେ ମଙ୍ଗଳ ଗ୍ରହର ଆକାଶରେ ପ୍ୟାଚି ଅରୋରାର (Patchy Auroras) ସନ୍ଧାନ ପାଇଛି ।

9-ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଆଜମେର ଦରଘା କରିବେ ପରିଦର୍ଶନ

ଚଳିତ ମାସ 5 ତାରିଖରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । 7 କିମ୍ବା 8 ରେ ପରିଦର୍ଶନ କରିପାରନ୍ତି ରାଜସ୍ଥାନର ପ୍ରସିଦ୍ଧ ଆଜମେର ଦରଘା (Sheikh Hasina Ajmer visit on 7 or 8 September । ଆଜି ସ୍ଥାନୀୟ ପ୍ରଶାସନ ସହ ବୈଠକ କରି ବ୍ୟବସ୍ଥା ତଦାରଖ କଲା ବାଂଲାଦେଶ ପ୍ରତିନିଧି ଦଳ ।

10-ଭାରତୀୟ ବାୟୁସେନାର ଚିନୁକରେ ନାହିଁ କୌଣସି ବୈଷୟିକ ସମସ୍ୟା: Boeing India president

ଆମେରିକା ସେନା ଚିନୁକ ହେଲିକପ୍ଟର ଗ୍ରାଉଣ୍ଡିଂ କରିବା ମାମଲାରେ ଭାରତକୁ ସ୍ପଷ୍ଟୀକରଣ ଦେଲା ନିର୍ମାଣକାରୀ ବୋଇଂ କମ୍ପାନୀ (Boeing India president)। ଭାରତୀୟ ଫୋର୍ସରେ ବ୍ୟବହୃତ ହେଉଥିବା ହେଲିକପ୍ଟରରେ ନାହିଁ କୌଣସି ବୈଷୟିକ ସମସ୍ୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.