ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS 1PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 17, 2022, 12:59 PM IST

1.Congress President Poll: ଖଡଗେ ଓ ଥରୁର ମଧ୍ୟରେ ଟକ୍କର, ଚାଲିଛି ଭୋଟିଂ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆରମ୍ଭ ହୋଇଛି । ମଇଦାନରେ ମଲ୍ଲିକାର୍ଜୁନ ଖଡ଼ଗେ ବନାମ ଶଶୀ ଥରୁର୍ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟ ସମେତ ଦେଶବ୍ୟାପୀ 40 କେନ୍ଦ୍ରରେ ଭୋଟିଂ ଆରମ୍ଭ

2.ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ପିଏମ କିଷାନ ସମ୍ମାନ ସମ୍ମିଳନୀ 2022 (PM Kisan Samman Sammelan 2022) ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି

3.ଯୁବକଙ୍କୁ 6 କିମି ଦୌଡାଇବା ଘଟଣା, 2 ଅଟକ

କଟକରେ ତାଲିବାନୀ ଶାସନର ନଗ୍ନ ନମୁନା । ଯୁବକଙ୍କୁ ଦୌଡ଼ିରେ ବାନ୍ଧି ୬ କେଲୋମିଟର ଦୌଡାଇଲେ ଦୁର୍ବୃତ୍ତ

4.ବ୍ୟବସାୟୀଙ୍କ ବଡ ହୃଦୟ, କର୍ମଚାରୀଙ୍କୁ କାର୍‌ ଓ ବାଇକ ଦେଲେ ଦୀପାବଳି ଉପହାର

ତାମିଲନାଡୁର ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀ ଷ୍ଟାଫଙ୍କୁ ଦୀପାବଳି ଗିଫ୍ଟ ଆକାରରେ ଦେଇଛନ୍ତି ଦାମୀ କାର୍‌ ଓ ବାଇକ । ଯାହାର ମୂଲ୍ୟ ପାଖାପାଖି 12 କୋଟି ଟଙ୍କା ହେବ

5.Odisha Investors Meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଶିଳ୍ପାୟନ ନେଇ ରାଜ୍ୟ ସରକରଙ୍କ ଉଦ୍ୟମ । ଆଜି ଅର୍ଥାତ ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ

6.ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ

ପଞ୍ଜାବର ଅନ୍ତର୍ଜାତୀୟ ସୀମା ବର୍ତ୍ତୀ ଅଞ୍ଚଳରେ ସନ୍ଦେହଜନକ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ (BSF thwarted a drone intrusion attempt in Punjab)। ଜାରି ରହିଛି ଯାଞ୍ଚ

7.ଦେବଭୂମିରେ NEP ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି) କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

8.ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର

ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ହୋଇଛି

9.ଡିସେମ୍ବରରେ IPL ନିଲାମୀ, ନଭେମ୍ବର 15 ସୁଦ୍ଧା ଖେଳାଳିଙ୍କ ତାଲିକା ଦେବେ ଫ୍ରାଞ୍ଚାଇଜ

ଇଣ୍ଡିଆନ ପ୍ରିମିୟଲ ଲିଗର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଡିସେମ୍ବରରେ ଆଇପିଏଲ ନିଲାମୀ ହେବ । ନଭେମ୍ବର 15 ସୁଦ୍ଧା ଖେଳାଳିଙ୍କ ତାଲିକା ଦାଖଲ କରିବେ ଫ୍ରାଞ୍ଚାଇଜ

10.B'day Spl: କମ୍ ବୟସରେ ଦମଦାର ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କିର୍ତ୍ତୀ

ଅଭିନେତ୍ରୀ କିର୍ତ୍ତୀ ସୁରେଶ ଆଜି (ଅକ୍ଟୋବର 17) ତାଙ୍କର 30 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍‌ ଅବସରରେ, ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.