ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 13, 2022, 1:00 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Hijab Row: ହିଜାବ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମତଭେଦ, ଭିନ୍ନ ମତ ଦେଲେ ଦୁଇ ଜଣିଆ ଖଣ୍ଡପୀଠ

କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଦେଲେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ।

2.ସର୍ଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ଲାଇନ ଚ୍ୟୁତ ହେଲା ମାଲବାହୀ ଟ୍ରେନ । ଗତ ରାତିରେ ସମ୍ବଲପୁର ଝାରସୁଗୁଡ଼ା ରେଳ ଲାଇନର ସର୍ଲା ନିକଟରେ ଏକ ମାଲବାହୀ ଟ୍ରେନର 4ଟି ୱାଗନ ଲାଇନ ଚ୍ୟୁତ ହୋଇଛି

3.ଦଳିତ ଯୁବକଙ୍କୁ ମାରି ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ

ଦଳିତ ଯୁବକଙ୍କୁ ହତ୍ୟା କରିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ । ଝାଡଖଣ୍ଡ ହଜାରିବାଗରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ

4.ଆଜିଠୁ ଯୁକ୍ତ ତିିନି ପ୍ରଥମ ବର୍ଷ ପାଠପଢା, ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅଛି ସୁଯୋଗ

ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ

5.ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଧାମନଗର ଉପନିର୍ବାଚନ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହୋଇସାରିଛି । କଂଗ୍ରେସ ବାବା ହରେକୃଷ୍ଣ ତିହିଡିଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

6.ହିମାଚଳ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ

7.ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡ ପ୍ରଫେସର

ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଉତ୍ତରାଖଣ୍ଡର ୩ ପ୍ରଫେସର ।

8.Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ

ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ । ଉପନିର୍ବାଚନକୁ ନେଇ ସରଗରମ ରାଜନୀତି ।

9.Womens Asia Cup: ଥାଇଲାଣ୍ଡକୁ 74 ରନରେ ହରାଇ ଫାଇନାଲରେ ଭାରତ

ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଏସିଆ କପ ସେମି ଫାଇନାଲ ମ୍ୟାଚ ଖେଳାଯାଇଛି । ଥାଇଲାଣ୍ଡକୁ 74 ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ ।

10.Urvashi-Rishabh: କରବା ଚୌଥରେ ଋଷଭଙ୍କୁ ଖୋଜୁଛନ୍ତି ଉର୍ବଶୀ ! ସେୟାର କଲେ ଦୁଃଖଭରା ପୋଷ୍ଟ

ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୁତ୍ର, ନବବଧୂ ପରି ସଜେଇ ହୋଇ ଛାତ ଉପରେ କାହାକୁ ଅପେକ୍ଷା କରିଛନ୍ତି ଉର୍ବଶୀ । ଭାଇରାଲ ହେଉଛି ଉର୍ବଶୀଙ୍କର ଏହିଭଳି ଏକ ପୋଷ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.