ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 25, 2022, 1:03 PM IST

1.Mann ki Baat: ଶହୀଦ ଭବଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର

ସ୍ବତନ୍ତ୍ରତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର (Chandigarh Airport To Be Renamed)। ମନ କି ବାତ କାର୍ଯ୍ୟକ୍ରମରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ।

2.ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ଆଜି ପବିତ୍ର ମହାଳୟା । ପ୍ରତ୍ୟେକ ହିନ୍ଦୁ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏହି ଦିନ ଶ୍ରାଦ୍ଧ ପକାଇଥାନ୍ତି ।

3.ନକଲି ଔଷଧ କାରବାର ମାମଲା, 2 ବିହାରୀ ବ୍ୟବସାୟୀ ଗିରଫ

ନକଲି ଔଷଧ କାରବାର ମାମଲାରେ ଚିହ୍ନଟ ହୋଇଥିବା ୨ ବିହାରୀ ଯୁବକଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ ।

4.2024 ପରେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ BJP

2025ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଧାରରେ ବିହାର ବିଧାନସଭା ନିର୍ବାଚନ ଲଢିବ ବିଜେପି (BJP to announce cm face for Bihar )।

5.ଅଙ୍କିତା ଭଣ୍ଡାରୀ ହତ୍ୟା: ତଦନ୍ତ ଉପରେ ସନ୍ଦେହ, ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା । ପୁନର୍ବାର ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାବି କରି ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର ଲୋକେ ।

6.Mahalaya: ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ଆଜି ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବା ଗଙ୍ଗା ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ।

7.ପୁଣି ୟୁପିରେ ଲଜ୍ଜା, ଘରୁ ଡାକି ନେଇ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ

ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ । ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ପାଶବିକତା ।

8.ସମୁଦ୍ର ମଧ୍ୟ ଦେଇ ଚାଲିବ ବୁଲେଟ ଟ୍ରେନ, ଭୂତଳ ଟନେଲ ପାଇଁ ଟେଣ୍ଡର ଜାରି

ମୁ୍ମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ସେବା ପାଇଁ ସମୁଦ୍ରରେ ତିଆରି ହେବ ଭୂତଳ ଟନେଲ ।

9.ବଲାଙ୍ଗୀରରେ ମ୍ୟୁନିସିପାଲଟି ମହିଳା କର୍ମଚାରୀଙ୍କୁ ହତ୍ୟା ! ତନାଘନା ଜାରି

ବଲାଙ୍ଗୀର ପୌରପାଳିକାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।

10.କ୍ରିକେଟରୁ ଅବସର ପରେ ଝୁଲଣଙ୍କ ପାଇଁ ସ୍ପେଶାଲ ପୋଷ୍ଟ କଲେ ଅନୁଷ୍କା

ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ପରେ ଝୁଲଣଙ୍କ ପାଇଁ ଇଷ୍ଟାଗ୍ରାମ ପେଜରେ ସ୍ପେଶାଲ ନୋଟ ଲେଖିଲେ ଅନୁଷ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.