ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 23, 2022, 1:02 PM IST

1.ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ,୩୦ଟି ଜିଲ୍ଲାର ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

2.NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

ମହାନଦୀ ପଠା ପୋତାଯିବା ମାମଲାରେ ଏନଜିଟିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା ।

3.ସାମ୍ବାଦିକା ହିଜାବ ନ ପିନ୍ଧିବାରୁ ସାକ୍ଷାତକାର ଦେଲେନି ଇରାନ ରାଷ୍ଟ୍ରପତି

ଆନ୍ତର୍ଜାତିକ ଗଣମାଧ୍ୟମ ସହ ସାକ୍ଷାତକାର ପାଇଁ ସର୍ତ୍ତ ରଖିଲେ ଇରାନ ରାଷ୍ଟ୍ରପତି ।

4.NIAର ଆକ୍ସନ ପରେ କେରଳରେ PFIର ହରତାଳ: ଗାଡି ଭଙ୍ଗାରୁଜା, 2 ପୋଲିସ ଆହତ

ଆଜି (ଶୁକ୍ରବାର) କେରଳେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପକ୍ଷରୁ 12 ଘଣ୍ଟିଆ ହରତାଳ ହୋଇଛି । ହରତାଳକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

5.Tata Steel Mega Merger: ଟାଟା ଷ୍ଟିଲ୍‌ରେ ମିଶିବ 7ଟି ମେଟାଲ୍ କମ୍ପାନୀ

ଟାଟା ଷ୍ଟିଲ୍‌ର ବଡ ଘୋଷଣା । କମ୍ପାନୀ ଅଧୀନରେ ଥିବା ମେଟାଲ ସହ ଜଡିତ ସମସ୍ତ 7 କମ୍ପାନୀକୁ ଟାଟା ଷ୍ଟିଲରେ ମିଶ୍ରଣ ହେବ(Metal companies of Tata group merge) ।

6.ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ । କିଏ ହେବେ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି ? ଦୌଡ଼ରେ ଅନେକ ଶିକ୍ଷାବିତ୍ ।

7.Odisha Covid Cases: ପୁଣି 202 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 202 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

8.ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତା ମଝିରେ ଗାଡି ଅଟକାଇଲେ ପ୍ରିନ୍ସିପାଲ୍‌

ସ୍କୁଲ ସମ୍ମୁଖରେ ଦ୍ରୁତ ବେଗରେ ଗାଡି ଚଲାଇବାରୁ ଚାଳକକୁ ଗାଳି କଲେ ପ୍ରିନ୍ସିପାଲ ।

9.ବିବାହ ବନ୍ଧନରେ ବାନ୍ଧି ହେବେ ଅମିର ଖାନଙ୍କ ଲାଡଲି ଇରା, ସରିଲା ନିର୍ବନ୍ଧ

ସରିଲା ନିର୍ବନ୍ଧ । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅମିର ଖାନଙ୍କ ଲାଡଲି ଇରା ଖାନ ଏବଂ ନୁପୁର ଶିଖରେ (Ira Khan Nupur Video) ।

10.India Vs Australia: ଆଜି ଦ୍ବିତୀୟ ଟି୨୦, ସରିଜ ବରାବର ଲକ୍ଷ୍ୟରେ ଭାରତ

ଆଜି ନାଗପୁରରେ ଖେଳାଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.