ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 10, 2022, 1:02 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଭୁବନେଶ୍ବରରେ ପହଞ୍ଚିଲେ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ନିଶିଥ ପାରମାଣିକ ।

2. କଟକ ଚଣ୍ଡୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଦେବୀ କଟକ ଚଣ୍ଡୀଙ୍କ ଦର୍ଶନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ(Nityanand Rai) । ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ବିଜେପି ନେତାମାନଙ୍କ ସହ କଟକର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ।

3. ମାଲକାନଗିରିରେ ମାଡୁଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି ମାଥିଲି ବ୍ଲକରେ ବ୍ୟାପୁଛି ଅଜଣା ରୋଗ । ଗତ ୧୦ ଦିନ ମଧ୍ୟରେ ଗଲାଣି ୬ ଜଣଙ୍କ ଜୀବନ ।

4. ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

କୋରାପୁଟ କାକିରିଗୁମ୍ମାରେ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିବା ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ପରିବାର ଲୋକେ ଦାବି କରିଛନ୍ତି ।

5. ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ

ଉତ୍ତରଖଣ୍ଡ ହରିଦ୍ବାର ଜିଲ୍ଲାରେ ବିଷାକ୍ତ ମଦ ପିିଇ ୫ ମୃତ । ପୋଲିସର ତଦନ୍ତ ଜାରି ।

6. ରାଣୀ ଏଲିଜାବେଥଙ୍କୁ ଚାର୍ଲ୍ସଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: କହିଲେ ମୋ ପ୍ରିୟ ମାଆ, ତୁମକୁ ଧନ୍ୟବାଦ

ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ନିଧନ ପରେ ପ୍ରଥମ ଥର ଦେଶକୁ ସମ୍ବୋଧନ କଲେ ରାଜା ଚାର୍ଲ୍ସ । ମୋ ପ୍ରିୟ ମାଆକୁ ଧନ୍ୟବାଦ କହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ବ୍ରିଟେନର ନୂଆ ସମ୍ରାଟ ।

7. ଗୋଷ୍ଠୀ ସଂଘର୍ଷରୁ ଗଡିଲା ମୁଣ୍ଡ, ରାଜଧାନୀରେ ବୀଭତ୍ସ ହତ୍ୟା

ଭୁବନେଶ୍ବରରେ ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାର ନେଇ ବହିଲା ରକ୍ତର ନଦୀ ! ଯୁବକଙ୍କୁ ହତ୍ୟା କଲେ ଅନ୍ୟ ଗୋଷ୍ଠୀର ଯୁବକ ।

8. Health Tips: ହୃଦୟକୁ ସୁସ୍ଥ ରଖେ ଏହି 5 ଯୋଗାସନ

ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ ଯୋଗ । କାହିଁ କେଉଁ ଆଦିମ କାଳରୁ ଭାରତରେ ଯୋଗ ଅଭ୍ୟାସ ଆରମ୍ଭ ବୋଲି ବିଶ୍ୱାସ ରହିଛି । ଯୋଗାଭ୍ୟାସ ଦ୍ବାରା କେବଳ ସୁନ୍ଦର ଚେହେରା ମିଳିଥାଏ ତାହା ନୁହେଁ ଏହାଦ୍ବାରା ହୃଦୟ ସ୍ବାସ୍ଥ୍ୟ ନିୟନ୍ତ୍ରଣ ହେବା ସହ ଉକ୍ତ ରକ୍ତଚାପରୁ ମଧ୍ୟ ମୁକ୍ତି ମିଳିଥାଏ(yoga asanas to keep your heart healthy) । ଜାଣନ୍ତୁ 5ଟି ପ୍ରମୁଖ ଯୋଗ ମୁଦ୍ରା ବାବଦରେ।

9. Aaron Finch retires: ସଚ୍ଚା ଅଷ୍ଟ୍ରେଲୀୟ, ଖରାପ ଫର୍ମ ପାଇଁ ଅଧିନାୟକ ଥାଇ ନେଲେ ଅବସର

ଅଷ୍ଟ୍ରେଲିଆ କ୍ୟାପଟେନ୍‌ ଆରୋନ ଫିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି(Australia captain Aaron Finch retires) । ରବିବାର ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ODI ମ୍ୟାଚ୍‌(One-day cricket) ଖେଳି ଏହି ଫର୍ମାଟକୁ ଅଲବିଦା କହିବେ ।

10. ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ ଅନୁରାଗ କଶ୍ୟପ

ହିନ୍ଦୀ ସିନେମାର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଅନୁରାଗଙ୍କ ସହ ଜଡିତ କିଛି ଖାସ୍‌ କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.