ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 3, 2022, 1:00 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ମାଆ ବଦଳରେ ସ୍କୁଲରେ ଝିଅ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ DEO

ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଆ ବଦଳରେ ଝିଅ ପାଠ ପଢ଼ାଇବା ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଶିକ୍ଷାଧିକାରୀ ।

2-ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ

ପୂଜା ପାଇଁ ପୋଲିସର ପ୍ରସ୍ତୁତି । ଆରମ୍ଭ ହେଲା ପ୍ରିଭେଣ୍ଟିଭ ଆରେଷ୍ଟ । ପୂଜାରେ ଗଣ୍ଡଗୋଳ ଓ ଅପରାଧ କରିବାର ଆଶଙ୍କା ଥିବା ଅପରାଧିଙ୍କୁ ଉଠାଇ ନେଉଛି ପୋଲିସ ।

3-Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ

ରାଜ୍ୟରେ ପୁଣି ଦୁଇ ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 174 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4-ନିଶାଦ୍ରବ୍ୟକୁ ନେଇ ଆଗାମୀ ଭବିଷ୍ୟତଙ୍କୁ ସଚେତନ କଲା BSF

ଭୁବନେଶ୍ବର ଗାଡିକଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିଶା ଦ୍ରବ୍ୟକୁ ନେଇ ସ୍କୁଲରେ BSFର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

5-ମୋ ଗୁହାଳ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ମୋ ଗୁହାଳ ଯୋଜନାର ଅର୍ଥ ପ୍ରଦାନ କରିବାକୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଗିରଫ କରି ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

6-ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ

ଆଜି ସକାଳ ୬ଟା ୫୯ ମିନିଟ ସମୟରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ହୋଇଥିବା ସୂଚନା ।

7-UK PM Race: ସରିଲା ଭୋଟିଂ, ସୋମବାର ବ୍ରିଟେନ ପାଇବ ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶେଷ ହୋଇଛି ମତଦାନ । କିଏ ହେବ ନୂଆ ପ୍ରଧାନମନ୍ତ୍ରୀ ତାହା ସୋମବାର ଦିନ ଘୋଷଣା ହେବ ।

8-ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ହେଲା ଭାରତ, ପଛରେ ପଡିଲା ବ୍ରିଟେନ

ବ୍ରିଟେନକୁ ପଛରେ ପକାଇ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ହେଲା ଭାରତ । ପ୍ରଥମ ସ୍ଥାନରେ ଆମେରିକା ରହିଛି । ଏହା ପଛକୁ ଚୀନ, ଜାପାନ ଏବଂ ଜର୍ମାନୀ ରହିଛି ।

9-NASA Artemis I launch: ଆଜି ପରୀକ୍ଷଣର ଦ୍ବିତୀୟ ପ୍ରୟାସ

ଶେଷରେ ଆଜି(ସେପ୍ଚେମ୍ବର 3 ଶନିବାର) ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ I (NASA Moon Rocket Artemis I) ପରୀକ୍ଷଣ କରିବ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା(American space agency NASA) । ପରୀକ୍ଷଣର ଦ୍ବିତୀୟ ପ୍ରୟାସ ପାଇଁ ସମୟ ଧାର୍ଯ୍ୟ ।

10-Asia cup 2022: ଆଜିଠୁ ସୁପର ୪ ଲଢେଇ, ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ

ଏସିଆ କପରେ ଆଜିଠୁ ସୁପର ମୁକାବିଲା । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.