ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 26, 2022, 1:00 PM IST

ନଜର ପକାନ୍ତୁ 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ସୋନିଆ ଗାନ୍ଧୀଙ୍କୁ ପଠାଇଲେ ଇସ୍ତଫା ପତ୍ର ।

2-Odisha Corona Cases, ଦିନକରେ 262 ସଂକ୍ରମିତ

ରାଜ୍ୟରେ 24 ଘଣ୍ଟାରେ ଆଉ 262ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

3-ସମ୍ବେଦନଶୀଳ ଖବର ପ୍ରସାରଣକୁ ନେଇ UNICEF ପକ୍ଷରୁ ମିଡିଆ ୱାର୍କସପ

ସମାଜରେ ସାମ୍ବାଦିକତା କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ କାର୍ଯ୍ୟ ଧାରାର ପ୍ରାଧାନ୍ୟକୁ ନେଇ ଭୁବନେଶ୍ବରେ ୟୁନିସେଫ ଓଡିଶା ପକ୍ଷରୁ ଏକ ୱାର୍କସପ ବା ଆଲୋଚନା ଚକ୍ର ହୋଇଯାଇଛି ।

4-ଏମ୍ସରେ ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ

ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ ସମୟର ବଡ଼ ଆହ୍ବାନ । କୋଭିଡ ଓ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

5-ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

ଆବର୍ଜନାମୟ ରାଜଧାନୀ ଭୁବନେଶ୍ବର । ଯୁଆଡେ ଚାହିଁଲେ କୁଢ କୁଢ ଅଳିଆ । ଦାରୁଠେଙ୍ଗ ଡମ୍ପିୟାର୍ଡ ସମସ୍ୟାର ସମାଧାନ ହୋଇନପାରିବାରୁ ସେଠାକୁ ଯାଉନି ଅଳିଆ ଗାଡି । ଭୁବନେଶ୍ବରରେ ଏପରି ଅଳିଆ ଆବର୍ଜନାର ଦୃଶ୍ୟ ସ୍ମାର୍ଟସିଟି ଛବିକୁ ମଳିନ କରୁଛି l

6-ଘର ଭିତରୁ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ଝିଅର ଜନ୍ମଦିନରେ ପୁରା ପରିବାରର ଝୁଲନ୍ତା ମୃତଦେହ ଉଦ୍ଧାର ।

7-ଅକ୍ଟୋବର 12ରୁ 5G ଯୁଗ ଆରମ୍ଭ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଅଛି କେଉଁ ସହର ନାମ

ଅକ୍ଟୋବର 12 ସୁଦ୍ଧା ସମଗ୍ର ଦେଶରେ ଚାଲିବ 5G ଯୁଗ(5G services to be rolled out) । ପ୍ରଥମେ ସେବା ପାଇବେ ମେଟ୍ରୋ ସହରବାସୀ ।

8-ଆଜି ଅବସର ନେବେ ପ୍ରଧାନ ବିଚାରପତି ଏନଭି ରମଣା

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(Chief Justice of India) ଏନଭି ରମଣା ଆଜି ଅବସର ନେବେ ।

9-37ତମ ବିବାହ ବାର୍ଷିକୀ ପାଳିଲେ ଅନୁପମ ଖେର, ପତ୍ନୀଙ୍କ ସହ ସେୟାର କଲେ ଫଟୋ

ଅଭିନେତା ଅନୁପମ ଖେର ଅଗଷ୍ଟ 26 ରେ ତାଙ୍କର 37 ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅନୁପମ ବିବାହର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

10-ଦୁଲୀଫ ଟ୍ରଫି, ପୂର୍ବାଞ୍ଚଳ ଦଳରେ ଶାନ୍ତନୁଙ୍କୁ ସୁଯୋଗ

ଓଡିଶାରୁ ଏକମାତ୍ର ଖେଳାଳି ଭାବେ ପୂର୍ବାଞ୍ଚଳ ଦଳରେ ଶାନ୍ତନୁ ମିଶ୍ରଙ୍କୁ ସ୍ଥାନ ମିଳିଛି । ସେହିପରି ପେସ ବୋଲର ରାଜେଶ ମହାନ୍ତିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.