ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୧ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 14, 2022, 1:03 PM IST

1. ଅବପାତ ରୂପ ନେବ ଲଘୁଚାପ, ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା

ଆଜି ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ।

2. କାଶୀନଗରରେ ବିପଦ ସଙ୍କେତ ଟପିଲା ବଂଶଧାରା

ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ବିପଦ ସଙ୍କେତ ୫୪.୬୦ ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୭୫ମିଟର ଜଳସ୍ତର ରହିଛି ।

3. ନହରକଣ୍ଟାରେ ଜଳବନ୍ଦୀ ସମସ୍ୟା, ସ୍ଥିତି ପରଖିଲେ BMC ମେୟର

ନହରକଣ୍ଟା ଅଞ୍ଚଳ ପରିଦର୍ଶନ କଲେ ଭୁବନେଶ୍ବର ମେୟର । ଦୀର୍ଘ ୧୨ ବର୍ଷ ହେବ ଏ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଡ୍ରେନେଜ୍ ସୁବିଧା ନ ଥିବାରୁ ଅସରାଏ ବର୍ଷା ହେଲେ ଅଣ୍ଟାଏ ଅଣ୍ଟାଏ ପାଣି ଜମୁଛି ।

4. Odisha Corona, 24 ଘଣ୍ଟାରେ 488 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 488 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5. କୁଲଗାମ୍‌ରେ ଗ୍ରେନେଡ୍ ଆଟାକ୍, ଜଣେ ପୋଲିସ କର୍ମୀ ଶହୀଦ

ଜମ୍ମୁ କଶ୍ମୀରର କୁଲଗାମରେ ଗ୍ରେନେଡ୍ ଆକ୍ରମଣ । ଜଣେ ପୋଲିସ କର୍ମୀ ଶହୀଦ ।

6. ପରଲୋକରେ ଷ୍ଟକ ମାର୍କେଟ ବିଗ୍‌ ବୁଲ ରାକେଶ ଝୁନଝୁନୱାଲା

ଷ୍ଟକ ମାର୍କେଟର ବିଗ୍‌ବୁଲ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

7. ଆଜି ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାତି ପାହିଲେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ସମଗ୍ର ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

8. ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନ ନେଇ ସାଇକେଲ ଯାତ୍ରା

ଦେଓମାଳି ଓ କୋଟିଆ ବଞ୍ଚାଅ ଅଭିଯାନକୁ ନେଇ ସାଇକେଲ୍ ଯାତ୍ରା । ଦେଓଘାଟି ଠାରୁ ସାଇକେଲ ଯାତ୍ରା ଆରମ୍ଭ କଲେ ସେମିଳିଗୁଡାର ଚିନ୍ନା ରାଓ ।

9. ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେନି ପିଭି ସିନ୍ଧୁ

ଆହତ ହୋଇଥିବା କାରଣରୁ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଓହରିଲେ ପିଭି ସିନ୍ଧୁ।

10. ଅରେଞ୍ଜ ବଡିକନ୍‌ ଡ୍ରେସରେ କର୍ଭି ଫିଗର୍‌ ଦେଖାଇଲେ ହିନା

ହିନା ଖାନ୍‌ ଇନ୍‌ଷ୍ଟାରେ ତାଙ୍କର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଅରେଞ୍ଜ ରଙ୍ଗର ବ୍ରାଣ୍ଡ ସୋଲ୍ଡର ଥାଇ ହାଇ ଓ୍ବାନ ପିସ୍‌ରେ ସେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.