ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 13, 2022, 11:17 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ମୁନ୍ଦ୍ରା ପୋର୍ଟରୁ 75 କେଜି ହେରୋଇନ ଜବତ, ଦୁବାଇରୁ ଆସିଥିଲା କଣ୍ଟେନର

ଗୁଜୁରାଟର ମୁନ୍ଦ୍ରା ପୋର୍ଟରୁ 75 କେ.ଜି ହେରୋଇନ ଜବତ କଲା ପଞ୍ଜାବ ପୋଲିସ ଓ ଗୁଜୁରାଟ ଏଟିଏସର ମିଳିତ ଟିମ

2. India Corona: ଦିନକରେ 16906 ନୂଆ ସଂକ୍ରମିତ, 45 ମୃତ

ଦେଶରେ ଉପରମୁହାଁ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 906 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

3.ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମାଳଦ୍ବୀପ ପଳାୟନରେ ଭୂମିକା ଥିବା ଅଭିଯୋଗକୁ ଭାରତର ଖଣ୍ଡନ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପଳାୟନ ପଛରେ ଭାରତର ସହଯୋଗ ଥିବା ନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା । ଚର୍ଚ୍ଚାକୁ ଖଣ୍ଡନ କଲା ଭାରତ ।

4.Odisha Corona: କୋରୋନା କୋପ, 24 ଘଣ୍ଟାର 743 ସଂକ୍ରମିତ

ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 743 କୋରୋନା ପଜିଟିଭ (COVID-19) ଚିହ୍ନଟ ।

5.ଦେଶରେ ନାହାନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ! ମାଳଦ୍ବୀପ ପଳାୟନ କରିଥିବା ଚର୍ଚ୍ଚା

ଦେଶ ଛାଡି ମାଳଦ୍ବୀପ ପଳାୟନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ।

6. ଡେଟିଂ ଆପ୍‌ରେ ଫସେଇ ଦେଲେ ମହିଳା, ଡାକ୍ତରଙ୍କଠୁ ଲୁଟି ନେଲେ ଦେଢ କୋଟି

ସାଇବର ଠକଙ୍କ ହାବୁଡରେ ପଡିଲେ ଡାକ୍ତର । ମହିଳାଙ୍କ ସହ ଡେଟିଂ ପାଇଁ ଆପରେ ପ୍ରଲୋଭନ ଦେଇ ଠକି ନେଲେ ଦେଢ କୋଟି ଟଙ୍କା ।

7.ରାଷ୍ଟ୍ରପତି ନିର୍ବାଚନ, ଭୁବନେଶ୍ବରରେ ପହଞ୍ଚିଲା ନିର୍ବାଚନ ସାମଗ୍ରୀ

ଆସନ୍ତା 18 ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଭୁବନେଶ୍ବର ବିମାନବନ୍ଦରରେ ଭୋଟ ଗ୍ରହଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଆସି ପହଞ୍ଚିଛି ।

8.Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି ।

9.ଭାଇଚାରାର ନିଆରା ନିଦର୍ଶନ, ଏକାଠି ରଥ ଟାଣିଲେ ହିନ୍ଦୁ-ମୁସଲିମ

ଦେଶରେ ଅନେକ ଜାତି ଧର୍ମର ଲୋକ ବସବାସ କରୁଥିଲେ ବି ଭାଇଚାରାର ଅନନ୍ୟ ଉଦାହରଣ ରହିଛି ।

10.ନିଶା ମାଫିଆ କାହ୍ନା ଘର ଉପରେ ଚଢ଼ିଲା ବୁଲଡୋଜର

ନିଶା ମାଫିଆ କାହ୍ନା ଓରଫ କୃଷ୍ଣଚନ୍ଦ୍ର ନାଥର ଘର ଉପରେ ଚଢ଼ିଲା ବୁଲଡୋଜର । ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଇଞ୍ଜଣା ଅଞ୍ଚଳରେ ସରକାରୀ ଜାଗାକୁ ଜବରଦଖଲ କରି ଘର ତିଆରି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.