ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 13, 2022, 10:59 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ହିମାଚଳ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।
2. ଦଳିତ ଯୁବକଙ୍କୁ ମାରି ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ

ଦଳିତ ଯୁବକଙ୍କୁ ହତ୍ୟା କରିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ । ଝାଡଖଣ୍ଡ ହଜାରିବାଗରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।

3.ଆଜିଠୁ ଯୁକ୍ତ ତିିନି ପ୍ରଥମ ବର୍ଷ ପାଠପଢା, ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅଛି ସୁଯୋଗ

ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ ।

4.ସର୍ଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଗତ ରାତିରେ ସମ୍ବଲପୁର ଝାରସୁଗୁଡ଼ା ରେଳ ଲାଇନର ସର୍ଲା ନିକଟରେ ଏକ ମାଲବାହୀ ଟ୍ରେନର 4ଟି ୱାଗନ ଲାଇନଚ୍ୟୁତ ହୋଇଛି

5.ଅର୍ଚ୍ଚନାଙ୍କ ଆକାଉଣ୍ଟ ଦେଖି ପୋଲିସ ତାଜୁବ, ନେତାଙ୍କ ବ୍ଲାକ ମନିକୁ ହ୍ବାଇଟ୍ କରୁଥିବା ସନ୍ଦେହ

ପୋଲିସ ହାତରେ ଲାଗିଲା ମାୟାବିନୀ ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ । ବଡ ବଡ ନେତାଙ୍କ ବ୍ଲାକ ମନିକୁ ହ୍ବାଇଟ୍ କରୁଥିବା ସନ୍ଦେହ

6.ଅବହେଳାରୁ ଗମ୍ଭୀର ହୋଇପାରେ Tonsillitis, କେମିତି କରିବେ ନିରାକରଣ ଜାଣନ୍ତୁ

ଟନସିଲାଇଟିସ୍‌ର ଲକ୍ଷଣ, କାରଣ ଓ ନିରାକରଣ ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

7.ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଧାମନଗର ଉପନିର୍ବାଚନ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହୋଇସାରିଛି । କଂଗ୍ରେସ ବାବା ହରେକୃଷ୍ଣ ତିହିଡିଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

8..IPUକୁ ନିର୍ବାଚିତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

9.ଡିସକସ୍ ଫିଙ୍ଗାଳି କମଲପ୍ରୀତ 3 ବର୍ଷ ବାସନ୍ଦ

ଭାରରତର ଷ୍ଟାର ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ଝଟକା । ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ବ୍ୟବହାର ପାଇଁ ଏଆଇୟୁ (Athletics Integrity Unit) ପକ୍ଷରୁ ତାଙ୍କୁ 3 ବର୍ଷ ପାଇଁ ବାସନ୍ଦ କରାଯାଇଛି ।

10.ସୋନାକ୍ଷୀ ଏବଂ ହୁମା କୁରେଶୀଙ୍କ ଫିଲ୍ମ Double XL ଟ୍ରେଲର ରିଲିଜ୍‌

ସୋନାକ୍ଷୀ ସିହ୍ନା ଏବଂ ହୁମା କୁରେଶୀ ପ୍ରଥମ ଥର ପାଇଁ ଫିଲ୍ମ ଡବଲ୍ ଏକ୍ସଏଲ୍‌ରେ ଏକାଠି ନଜର ଆସିବେ। ଏହାର ଟ୍ରେଲର ଦର୍ଶକଙ୍କ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.