ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 6, 2022, 10:59 AM IST

1.ଆଜିଠୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେବ । ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

2. ନୟାଗଡରେ ଓଲଟିଲା ବସ୍, ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର

ନୟାଗଡରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ

3.ମେକ୍ସିକୋରେ ଆତତାୟୀର ଆଖି ବୁଜା ଗୁଳି ବର୍ଷଣ: 18 ମୃତ, ଏକାଧିକ ଗୁରୁତର

ମକ୍ସିକୋର ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅତର୍କିତ ଗୁଳିମାଡ କଲା ଦୁର୍ବୃତ୍ତ (several Killed In Shooting in Mexico)। ମୋଟ 18 ଜଣଙ୍କ ମୃତ୍ୟୁ ସୂଚନା । ସାରା ସହରରେ ହାଇଆଲର୍ଟ

4.ଅଧାରେ ରହିଲା ପିକନିକ୍‌: ସ୍କୁଲ ବସ-KSRTC ବସ ମୁହାଁମୁହିଁ ଧକ୍କା, 9 ମୃତ

କେରଳରେ ସ୍କୁଲ ବସ ଓ ଅନ୍ୟ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କା (several died in accident) । ଘଟଣାସ୍ଥଳରେ 9 ମୃତ । ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍କୁଲ ଛାତ୍ରଛାତ୍ରୀ

5.ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ 8 ମୃତ, ଏକାଧିକ ନିଖୋଜ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପଶ୍ଚିମବଙ୍ଗରେ ନଦୀରେ ଭାସିଯାଇ ୮ ମୃତ । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ସୂଚନା

6.ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟାରେ କଲେ ପଦଯାତ୍ରା (Sonia Gandhi joins bharat jodo yatra)। ସାଙ୍ଗରେ ରହିଛନ୍ତି ପୁଅ ରାହୁଲ ଓ ଅନ୍ୟ କିଛି ବରିଷ୍ଠ ନେତା

7.ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ହସ୍ପିଟାଲରେ ଭେଟିଲେ ଲାଲୁ

ହସ୍ପିଟାଲରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କକୁ ଭେଟିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଦେଲେ ସୂଚନା ।

8.ଚକ୍ଷୁରୋଗୀଙ୍କ ପାଇଁ ଖୁସି ଖବର, କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗକୁ ଆସିଲା 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) । ଯାହା ଚକ୍ଷୁ ରୋଗୀଙ୍କ ପାଇଁ ସଞ୍ଜୀବନୀ । କୋଭିଡ ମହାମାରୀ ସମୟରୁ ଗତ ପ୍ରାୟ ଦୁଇବର୍ଷ ଧରି ଏହି ଇଞ୍ଜେକ୍ସନ ମିଳୁନଥିଲା

9.T-20 World Cup: ଅଷ୍ଟ୍ରେଲିଆ ଗଲା 14 ଜଣିଆ ଟିମ ଇଣ୍ଡିଆ

ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ବକପ । ଏ ନେଇ ଆଜି ଅଷ୍ଟ୍ରେଲିଆ ଗସ୍ତ କରିଛି ଭାରତୀୟ ଦଳ ।

10.କମେଡି ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା, ଆଖି ବୁଜିଲେ ହାସ୍ୟ ଅଭିନେତା ପରାଗ କଂସାରା

ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ହାସ୍ୟ ଅଭିନେତା ପରାଗ କଂସାରାଙ୍କ ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ସୁନୀଲ ପାଲ ଏହି ଦୁଃଖଦ ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.