ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 5, 2022, 11:02 AM IST

1-ଗାଁ ଗଣ୍ଡଗୋଳ ନେଲା ଉଗ୍ରରୂପ, ଆକ୍ରମଣରେ ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ

ଦୁଇ ପରିବାର ମଧ୍ୟରେ‌ ଗଣ୍ଡଗୋଳରେ ଆକ୍ରମଣ ଯୋଗୁଁ ଗୋଟିଏ ପରିବାରର ମହିଳାଙ୍କ ଗର୍ଭ ନଷ୍ଟ ଅଭିଯୋଗ । ନ୍ୟାୟ ଦାବିରେ କିଛି ମହିଳା ଥାନା ଘେରାଉ କରିବା ସହ ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଥିବା କହିଛି ପୋଲିସ ।

2-ପରିତ୍ୟକ୍ତ କୂଅରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ ନିମାପଡ଼ାରେ ଏକ ପରିତ୍ୟକ୍ତ କୂଅ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

3-ଦିଲ୍ଲୀରୁ ଟ୍ବିଟ ପରେ ଓଡ଼ିଶାରେ ଆକ୍ସନ, ଆଶୁତୋଷଙ୍କୁ ମିଳିଲା ସ୍ବାସ୍ଥ୍ୟ ସେବା

ବ୍ରେନ୍ ଟ୍ୟୁମରରେ ପୀଡିତ ଯାଜପୁରର ଆଶୁତୋଷ । ରାସନ କାର୍ଡରେ ନାମ ନଥିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(Biju Swasthya Kalyan Yojana)ରେ ମିଳୁନଥିଲା ସୁବିଧା । ଦିଲ୍ଲୀରେ ରହୁଥିବା ଓଡିଆ ଯୁବକଙ୍କ ଟ୍ବିଟ ପରେ ସାତ ବର୍ଷର ଆଶୁତୋଷଙ୍କୁ ସ୍ମାର୍ଟ କାର୍ଡରେ ମିଳିଲା ସ୍ବାସ୍ଥ୍ୟ ସେବା ।

4-ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ

ବିହାର ଗଙ୍ଗା ନଦୀରେ ଅଘଟଣ ହୋଇଛି । ଡଙ୍ଗା ବୁଡି 10 ଜଣ ନିଖୋଜ ଅଛନ୍ତି । ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

5-ଆଜି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଆଜି (ସୋମବାର) ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର 2022 ପାଇଥିବା ସମସ୍ତ ଶିକ୍ଷକଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏହି ସୂଚନା ମିିଳିଛି ।

6-Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ ।

7-India Corona, ଆଜି 6000 ତଳେ ସଂକ୍ରମଣ

ଦେଶରେ ତଳମୁହାଁ କୋରୋନା ଗ୍ରାଫ । ବିଗତ କିଛି ଦିନ ହେଲା ଦୈନିକ ପଜିଟିଭ ମାମଲା 10 ହଜାରରୁ କମ୍ ରହୁଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 5,910 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 5,910 fresh Covid Cases) ।

8-ବିହାରରେ RCP ସିଂଙ୍କୁ ଏକନାଥ ସିନ୍ଧେ କରିବାକୁ ଚାହୁଁଛି BJP: ନୀତିଶ

ଆରସିପି ସିଂଙ୍କୁ ବିହାରରେ ଏକନାଥ ସିନ୍ଧେଙ୍କ ପରି ବ୍ୟବହାର କରିବାକୁ ବିଜେପି ଚାହୁଁଥିବା କହିଲେ ନୀତିଶ କୁମାର (Bihar cm Nitish Kumar on RCP Singh) । କିଛି ଦିନ ପୂର୍ବରୁ ଜେଡିୟୁ ଛାଡିଥିଲେ ଆରସିପି ସିଂ ।

9-Aashiqui 3ରେ କାର୍ତ୍ତିକ ଆର୍ଯ୍ୟନ୍‌, ଅନୁରାଗ ବସୁଙ୍କ ସହ କରିବେ କାମ

କାର୍ତ୍ତିକ ଆର୍ଯ୍ୟନ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମ ଆଶିକି 3 ( Aashiqui 3)ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅଭିନେତା ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

10-Asia Cup 2022: ପାକିସ୍ତାନଠୁ 5 ୱିକେଟରେ ହାରିଲା ଭାରତ

ଏସିଆ କପ୍ ସୁପର ଫୋର ପର୍ଯ୍ୟାୟରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି । 5 ୱିକେଟ ହରାଇ ପାକିସ୍ତାନ ଆବଶ୍ୟକ ରନ ସଂଗ୍ରହ କରି ନେଇ ଏହି ବିଜୟ ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.