ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 9, 2022, 5:08 PM IST

୧. MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

୨. President Election: ଜୁଲାଇ 18ରେ ମତଦାନ, 21ରେ ଗଣତି

24 ଜୁଲାଇରେ ସରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । 25 ରେ ଶପଥ ନେବେ ନୂଆ ରାଷ୍ଟ୍ରପତି । 18 ତାରିଖରେ ମତଦାନ ଓ 21 ତାରିଖରେ ଗଣତି । ନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ।

୩. ଭାରତରୁ ନେପାଳ ଗଡିବ ପର୍ଯ୍ୟଟନ ଟ୍ରେନ, ଏହି ସେବା ପ୍ରଦାନରେ IRCTC ପ୍ରଥମ

ରାମ ତୀର୍ଥସ୍ଥଳଗୁଡିକର ଯାତ୍ରା ପାଇଁ ଭାରତ ଓ ନେପାଳ ମଧ୍ୟରେ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ ।

୪. Ind vs SA T20: ଖେଳାଳିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ମେ ଫେୟାର, ଖାଇବାରେ ରହିଛି କାକେରା ଓ ଛେନାପୋଡ

ଆରମ୍ଭ ହୋଇଯାଇଛି ବାଟବାଟୀ ବ୍ୟାଟେଲ କାଉଣ୍ଟଡାଉନ । ଆଉ ମାତ୍ର ୨ ଦିନର ଅପେକ୍ଷା ।

୫. ରଥଖଳା ହାଲଚାଲ: ଦଣ୍ଡାରେ ଚାଲିଛି କଣ୍ଟା ବାଡ଼ିଆ କାର୍ଯ୍ୟ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

୬. ୧୦୦ ଟଙ୍କା ବୃଦ୍ଧି ଯଥେଷ୍ଟ ନୁହେଁ, ଧାନର MSP ନେଇ ବିଜେଡିର ୫ ଦାବି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧି ହୋଇଛି ।

୭. ଶେଷ ହେଲା ବିଧବା ପ୍ରଥା ! ୧୧ ହଜାର ବିଧବା ମହିଳାଙ୍କର ହେଲା ପୁର୍ନବିବାହ

ଏଣିକି ବିଧବା ହେଲେ ମହିଳା ସାଜିବେ ସଧବା ।

୮. Sidhu Moosewala Murder Case: ଚର୍ଚ୍ଚାରେ ଏହି 2 ଗ୍ୟାଙ୍ଗଷ୍ଟାରଙ୍କ ନାଁ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ଦିନ ବିତିବାରେ ଲାଗିଛି । ଏ ନେଇ ଚର୍ଚ୍ଚାରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ନାମ ।

୯. IND VS SA: ଘରୋଇ ଗ୍ରାଉଣ୍ଡରେ ପନ୍ତଙ୍କ ଅନ୍ତର୍ଜାତୀୟ ଅଧିନାୟକ ପଦାର୍ପଣ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ ।

୧୦. ବ୍ରେଷ୍ଟ କ୍ୟାନସରରେ ପୀଡିତ ମହିମା ଚୌଧୁରୀ, ବଖାଣିଲେ ସଂଘର୍ଷର କାହାଣୀ

ଅଭିନେତ୍ରୀ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି । ଏକ ଭିଡିଓ ସେୟାର କରି ବଲିଉଡ ଅଭିନେତା ଅନୁପମ ଖେର ଏହାର ଖୁଲାସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.