ETV Bharat / bharat

ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ, ଅସ୍ତବ୍ୟସ୍ତ ଜନଜୀବନ

author img

By

Published : Nov 9, 2021, 9:37 AM IST

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ, ଅସ୍ତବ୍ୟସ୍ତ ଜନଜୀବନ
ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ, ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଚାଦରରେ ଢାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ଫଳରେ ଅସ୍ତବ୍ୟସ୍ତ ହୋଇପଡିଲେଣି ଦିଲ୍ଲୀବାସୀ । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏ ନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀର ଲକ୍ଷ୍ମୀନଗରରେ ବାୟୁ ଗୁଣବତ୍ତା ସୂଚକାଙ୍କ 372ରେ ରେକର୍ଡ କରାଯାଇଛି। ସେହିପରି ଅକ୍ଷରା ଧାମରେ 348 ଓ ଆଶ୍ରମରେ 213 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.