ETV Bharat / bharat

ନିର୍ବାଚନ ପୂର୍ବରୁ କୋରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ନୁସରତ ଜାହାଁ - ରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ନୁସରତ ଜହାଁ

ନିର୍ବାଚନ ପୂର୍ବରୁ କୋରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ନୁସରତ ଜାହାଁ । ଗୋଟିଏ ପଟେ ବଙ୍ଗଳା ନିର୍ବାଚନରେ ​​ଏହାର ପ୍ରଭାବ ଦେଖିବାକୁ ମିଳିପାରେ ତ ଅନ୍ୟପଟେ ପ୍ରଶଂସକମାନେ ମଧ୍ୟ ନୁସରତଙ୍କ ପାଇଁ ଚିନ୍ତିତ ଅଛନ୍ତି।

ନିର୍ବାଚନ ପୂର୍ବରୁ କୋରୋନା ସଂକ୍ରମିତ ହେଲେ ଟିଏମସି ସାଂସଦ ନୁସରତ ଜହାଁ

author img

By

Published : Mar 1, 2021, 1:56 PM IST

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ହେଲେ ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ସଭାକାର୍ଯ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଗୋଟିଏ ପଟେ ବଙ୍ଗଳା ନିର୍ବାଚନରେ ​​ଏହାର ପ୍ରଭାବ ଦେଖିବାକୁ ମିଳିପାରେ ତ ଅନ୍ୟପଟେ ପ୍ରଶଂସକମାନେ ମଧ୍ୟ ନୁସରତଙ୍କ ପାଇଁ ଚିନ୍ତିତ ଅଛନ୍ତି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଆଠଟି ପର୍ଯ୍ୟାୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ମମତାଙ୍କ ନେତୃତ୍ବାଧୀନ ଟିଏମସି ପାଇଁ ଦୁର୍ବଳ ସାବ୍ୟସ୍ତ ହୋଇପାରେ। ପ୍ରଥମ ଏବଂ ଶେଷ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ 27 ଏବଂ ଏପ୍ରିଲ 29 ରେ ଅନୁଷ୍ଠିତ ହେବ। ମେ 2 ରେ ଭୋଟ୍ ଗଣାଯିବ। ଗତ ସପ୍ତାହରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଜହାଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହାସହ ଟିଏମସି ସରକାରଙ୍କ ନୀତି ଯୋଗୁଁ ଲୋକମାନେ ଉପକୃତ ହୋଇଛନ୍ତି ବୋଲି ନୁସରତ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.