ETV Bharat / bharat

ଗଲଓ୍ବାନ ଶହୀଦ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର

ଗଲଓ୍ବାନ ଘାଟୀରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଥିବା ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର । ଅଧିକ ପଢନ୍ତୁ.....

author img

By

Published : Jan 25, 2021, 9:39 PM IST

ଗଲଓ୍ବାନ ଶହୀଦ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପଦବୀ

ନୂଆଦିଲ୍ଲୀ: ଗଲଓ୍ବାନ ଘାଟିରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଥିବା ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯିବ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ତାଙ୍କୁ ମରଣୋତ୍ତର ଭାବେ ଏହି ପଦକରେ ଭୁଷିତ କରାଯିବ ।

ଭାରତ-ଚୀନ ସୀମାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାଣବଳୀ ଦେଇଥିଲେ ସନ୍ତୋଷ ବାବୁ । ଏହି ଆକ୍ରମଣରେ ବାବୁଙ୍କ ସମେତ 20 ଭାରତୀୟ ଯବାନ ମଧ୍ୟ ଶହୀଦ ହୋଇଥିଲେ । ପରେ ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.