ବେଙ୍ଗାଲୁର: କର୍ଣ୍ଣାଟକର 19ତମ ରାଜ୍ୟପାଳ ଭାବେ ଶପଥ ନେଲେ ଥାଓ୍ବାରଚାନ୍ଦ ଗେହଲଟ । କର୍ଣ୍ଣାଟକ ରାଜଭବନରେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀନିବାସ ଓକାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଥାଓ୍ବାରଚାନ୍ଦ ଗେହଲଟ ।
-
Bengaluru | Thawarchand Gehlot takes oath as governor of Karnataka
— ANI (@ANI) July 11, 2021 " class="align-text-top noRightClick twitterSection" data="
Chief Justice of the Karnataka High Court, Justice Abhay Srinivas Oka, administers the oath of office and secrecy to Thawarchand Gehlot pic.twitter.com/jidS5LwT1s
">Bengaluru | Thawarchand Gehlot takes oath as governor of Karnataka
— ANI (@ANI) July 11, 2021
Chief Justice of the Karnataka High Court, Justice Abhay Srinivas Oka, administers the oath of office and secrecy to Thawarchand Gehlot pic.twitter.com/jidS5LwT1sBengaluru | Thawarchand Gehlot takes oath as governor of Karnataka
— ANI (@ANI) July 11, 2021
Chief Justice of the Karnataka High Court, Justice Abhay Srinivas Oka, administers the oath of office and secrecy to Thawarchand Gehlot pic.twitter.com/jidS5LwT1s
ସେ ପୂର୍ବରୁ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ । ଜୁଲାଇ 6ରେ କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଥିଲେ । ସେ ଜୁଲାଇ 12ରେ କେନ୍ଦ୍ର କ୍ୟାବିନେଟ୍ ବିସ୍ତାର ପୂର୍ବରୁ ମନ୍ତ୍ରୀ ପରିଷଦ ପଦରୁ ଇସ୍ତଫା ଦେଇଥିବା 12 ଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଥିଲେ । 73 ବର୍ଷିୟ ଗେହଲଟ 2014 ମସିହାରୁ କର୍ଣ୍ଣାଟକର ରାଜ୍ୟପାଳ ଭାବରେ କାର୍ଯ୍ୟ କରୁଥିବା ବାଜୁଭାଇ ଆର ଭାଲାଙ୍କ ସ୍ଥାନ ନେବେ ।
@ANI