ETV Bharat / bharat

ଯବାନଙ୍କ ହାତରୁ ରାଇଫଲ ଛଡାଇନେଲେ ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଆରମ୍ଭ - କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଠାରୁ ଅସ୍ତ୍ର ଲୁଟ

ଘାଟିରେ ଯବାନଙ୍କ ହାତରୁ ଆତଙ୍କବାଦୀ ଛଡାଇନେଲେ ରାଇଫଲ (Terrorist snatches weapon of security personnel)। ସୂଚନା ପାଇବା ପରେ ଆକ୍ସନମୋଡରେ ସୁରକ୍ଷାବଳ । ସମଗ୍ର ଅଞ୍ଚଳ କର୍ଡନ ସହ ଚାଲିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଯବାନଙ୍କ ହାତରୁ ରାଇଫଲ ଛଡାଇନେଲେ ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଆରମ୍ଭ

author img

By

Published : Jan 1, 2023, 5:24 PM IST

ହାଇଦ୍ରାବାଦ: ଘାଟିରେ ସୁରକ୍ଷାକର୍ମୀଙ୍କଠାରୁ ଆତଙ୍କବାଦୀ ରାଇଫଲ ଛଡାଇ ନେଇଥିବା ସୂଚନା ମିଳିଛି (Terrorist snatches weapon of security personnel)। ପୁଲଓ୍ବାମା ଜିଲ୍ଲାର ରାଜପୁରାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କଠାରୁ ଏହି ହତିଆର ଲୁଟ୍‌ ହୋଇଛି । ତେବେ ଘଟଣା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳର ଯବାନମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

  • J&K | Incident of weapon snatching with security personnel reported from Rajpora area of Pulwama, say police. Area cordoned off.

    Details awaited. pic.twitter.com/zAfzcN0Ydd

    — ANI (@ANI) January 1, 2023 " class="align-text-top noRightClick twitterSection" data=" ">

ଆଜି(Terrorist snatches weapon of security personnel) ପୂର୍ବାହ୍ନରେ ରାଜପୁରାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଯବାନଙ୍କ ନିକଟରୁ ଏହି ଅସ୍ତ୍ର ଲୁଟ ହୋଇଛି । କେଉଁ ପରିସ୍ଥିତିରେ ଏପରି ହେଲା ଓ କେତେ ଜଣ ଆତଙ୍କୀ ସେଥିରେ ସମ୍ପୃକ୍ତ ଥିଲେ, ସେ ସମ୍ପର୍କରେ ସୁରକ୍ଷାବଳ କୌଣସି ସୂଚନା ଦେଇନାହିଁ । ହତିଆର ଲୁଟ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଘାଟିରେ ସୁରକ୍ଷାବଳର ତମାମ ଆତଙ୍କବାଦ ନିରୋଧୀ ଅପରେସନ ପରେ ମଧ୍ୟ ନିଜର ଅସ୍ତିତ୍ବ ପ୍ରମାଣିତ କରିବାକୁ ପ୍ରୟାସ କରୁଛନ୍ତି ଆତଙ୍କବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.