ETV Bharat / bharat

ବାରମୁଲ୍ଲାରେ ଜଣେ ଆତଙ୍କବାଦୀ ସଫା - ଆତଙ୍କବାଦୀ ନିପାତ

ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅଧିକ ପଢନ୍ତୁ....

ବାରମୁଲ୍ଲାରେ ଜଣେ ଆତଙ୍କବାଦୀ ନିପାତ
ବାରମୁଲ୍ଲାରେ ଜଣେ ଆତଙ୍କବାଦୀ ନିପାତ
author img

By

Published : Oct 28, 2021, 8:58 AM IST

ଶ୍ରୀନଗର : କିଛି ଦିନରେ ବ୍ୟବଧାନ ପରେ ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ମାଗାଜିନ ସହ ଏକ ଗ୍ରେନେଡ ଜବତ କରାଯାଇଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ, ନିପାତ ହୋଇଥିବା ଆତଙ୍କବାଦୀ ଜଣକ ହେଉଛନ୍ତି ଜାଭେଦ ଆହା ଓ୍ବାନି । ସେ କୁଲଗାମ ଜିଲ୍ଲାର ବୋଲି ଜଣାପଡିଛି । ସେ ଅନ୍ୟ ଆତଙ୍କବାଦୀ ଗୁଲଜାର ସହ ଜଡିତ ଥିବା ନେଇ ପୋଲିସକୁ ସୂଚନା ମିଳିଛି । ସେ ଗତ ୨୦ ତାରିଖରେ ଗୁଲଜାର ମୃତ୍ୟୁ ହୋଇଥିଲା । ଅକ୍ଟୋବର 20ରେ ବିହାରର ୱାନପୋହରେ 2 ଜଣ ଶ୍ରମିକଙ୍କ ହତ୍ୟାକାଣ୍ତରେ ଗୁଲଜରକୁ ଜାଭେଦ ସାହାଯ୍ୟ କରିଥିଲା ।

ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀ ହାଇବ୍ରିଡ ସ୍ତରର । ସେ କୁଲଗାମ ଜିଲ୍ଲାର ଜାଭେଦ ଆହା ଓ୍ବାନି । ଯେକି ଅକ୍ଟୋବର 20ରେ ବିହାରର ୱାନପୋହରେ 2 ଜଣ ଶ୍ରମିକଙ୍କ ହତ୍ୟାକାଣ୍ତରେ ଜଡିତ ଥିଲା । ଏକ ଆତଙ୍କବାଦୀ ଦଳ ବାରାମୁଲାର ଚେରଦାରୀରେ ଥିବା ସେନାବାହିନୀର ଏରିଆ ଡୋମିନେସନ୍ ପାଟ୍ରୋଲିଂ (ଏଡିପି) ପାର୍ଟି ଓ ପୋଲିସ ଉପରେ ଗୁଳି ଚଳାଇଥିଲେ । ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ । ଯେଉଁଥିରେ ଜଣେ ଆତଙ୍କୀ ଟଳି ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.