ଗାନ୍ଧୀନଗର: ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଗୁଜୁରାଟରେ ଅକ୍ସିଜେନ ସଙ୍କଟ । ବନସକାଣ୍ଠାରେ ଅକ୍ସିଜେନ ଅଭାବ ଯୋଗୁଁ 10 ରୋଗୀଙ୍କ ମୃତ୍ୟୁ ।
ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ଅକ୍ସିଜେନ ସଙ୍କଟ ଦେଖାଦେଇଥିବା ଅଭିଯୋଗ ହୋଇଥିଲା । ଅନେକ ହସ୍ପିଟାଲରେ ମାତ୍ର କେଇ ଘଣ୍ଟା ପାଇଁ ଅକ୍ସିଜେନ ବଞ୍ଚିଥିବା ସୂଚନା ଦେଇ କେନ୍ଦ୍ରକୁ ତୁରନ୍ତ ଯୋଗାଣ ପାଇଁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।